କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଅଲଟ୍ରା ସାଉଣ୍ଡ ଲାଗି ରୋଗୀ ହତାଶ।
କେନ୍ଦୁଝର, ତା ୨୬/୨- କେନ୍ଦୁଝର ଲୋକଙ୍କ ରକ୍ତ ଖଣି ଟଙ୍କାରେ ନବୀନ ବାବୁ ଧରଣୀଧର ମେଡିକାଲ କଲେଜ ନିର୍ମାଣ କରି ୨୦୨୩ରେ ଏହାରଶୁଭ ଉଦଘାଟନ କରିଥିଲେ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରୋଗୀ ଶଯ୍ୟା ତଥା ଅନୁସଙ୍ଗିକ ବ୍ୟବସ୍ଥାକୁ ନେଇ ଏହି ମେଡିକାଲ କଲେଜ ତିନି ବର୍ଷ ହେଲାଣି ଚାଲୁ…