ଭିଜନ୍ -୨୦୨୫ ଖୁବ୍ ଶୀଘ୍ର ,ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା–ସ୍ୱାସ୍ଥ୍ୟମନ୍ତ୍ରୀ

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଆରମ୍ଭ ଭୁବନେଶ୍ୱର,୧୯ା୫- ରାଜ୍ୟରେ ନୂତନ ସ୍ୱାସ୍ଥ୍ୟନୀତି ପ୍ରବର୍ତ୍ତନ ସହିତ ଖୁବ୍ ଶୀଘ୍ର   ଭିଜନ୍ - ୨୦୨୫ ଅନୁସାରେ ରାଜ୍ୟବାସୀଙ୍କୁ  ବିନାମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର…

ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ଖାଲି

ପଦବୀ ପୂରଣ ପାଇଁ ଧାରଣାରେ ବସିଲେ ସ୍ଥାନୀୟ ଲୋକେ ବରଗଡ଼-ବରଗଡ଼ ଜିଲା ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ଖାଲ ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।…

ସାମ୍ବାଦିକ କହି ଲୋକଙ୍କୁ ବ୍ଲାକମେଲ କରୁଥିବା ୪ ଦଲାଲ ଗିରଫ

ବରଗଡ଼- ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ କରୁଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବରଗଡ ଟାଉନ ଥାନା ପୁଲିସ । ଏହାସହ ସେମାନଙ୍କ ପାଖରୁ ବୁମ୍, କ୍ୟାମେରା, ପରିଚୟ ପତ୍ର, ମୋବାଇଲ ସହ ନଗଦ ଟଙ୍କା ଜବତ ହୋଇଛି । ବରଗଡ ଅଂଚଳରେ ନିଜକୁ ସାମ୍ବାଦିକ କହି ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାଙ୍କ…

ବାଲେଶ୍ୱରରେ କୋଟିଏରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ

ବାଲେଶ୍ୱର,(ଉଜ୍ଜ୍ୱଳ କର ): ସହରରେ ଦିନକୁ ଦିନ ନିଶା ଦ୍ରବ୍ୟର କାରବାର ବୃଦ୍ଧିକୁ ରୋକିବାରେ ପୋଲିସ ବିଫଳ ହେଉଥିବା ବେଳେ ଗତ ରାତ୍ରିରେ ଏକ ବ୍ରାଉନ ସୁଗାର କାରକୁ ଜବତ କରି ବଡ ସଫଳତା ହାସଲ କରିଛି । ୧୭ ତାରିଖ ପ୍ରାୟ ୧୦.୪୫ ମିନିଟ୍ ସମୟରେ ବାଲେଶ୍ୱର ରେଳ ଷ୍ଟେସନରୁ ଜଳେଶ୍ୱର ଅଭିମୁଖେ…

ବର୍ଷାଦିନର କୃତ୍ରିମ ବନ୍ୟାର ସମାଧାନ ପାଇଁ ସଦର ବିଧାୟକଙ୍କ ମାଷ୍ଟର ପ୍ଲାନ

ବାଲେଶ୍ୱର,(ଉଜ୍ଜ୍ୱଳ କର ): ବାଲେଶ୍ୱରବାସୀଙ୍କ ବହୁ ପ୍ରତିକ୍ଷିତ ସମସ୍ୟାର ସମାଧାନ ପାଇଁ ସଦରର ନବନିର୍ବାଚିତ ବିଧାୟକ ମଦନ ମୋହନ ଦତ୍ତ ସହରର ଷ୍ଟେସନ ଛକ ଠାରୁ ପାତ୍ରପଡା ଛକ ଭାୟା ଗଡଗଡିଆ ଛକ (୪.୭୦୦) ଏବଂ ଗୋଲାପୋଲ ଠାରୁ ଫକୀର ମୋହନ କଲେଜ ଛକ ଭାୟା ଚୂନଭାଟ (୩.୦) ଏହି ଦ୍ୱୟ ପ୍ରମୁଖ…

ଅସୁସ୍ଥ ମାଈ ହାତୀର ମୃତ୍ୟୁ

  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ପୋଡ଼ାଡିହା ସେକସନ ଭୁବିଘାଟ ଜଙ୍ଗଲରେ ଏକ ୩୫ ବର୍ଷର ମାଈ ହାତୀର ଗତ କାଲି ମୃତ୍ୟୁ  ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତ ମାଈ ହାତୀଟର ପାଦରେ ଆଘାତ ଲାଗିଥିବା କାରଣରୁ ଏକ ସପ୍ତାହ ଧରି ଅସୁସ୍ଥ ରହିଥିଲା ବୋଲି…

ବାଇକକୁ ସମ୍ମୁଖରୁ ବାଡେଇଲା ପିକଅପ ।

ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲା ବାରିପଦା-ଚିତ୍ରଡ଼ା ରାସ୍ତାର ରଙ୍ଗାମାଟିଆ ପିଆରଏମ ମେଡ଼ିକାଲ କଲେଜ ଛକ ନିକଟରେ ଏକ ପିକଅପ ଭ୍ୟାନ ଦୃତ ବେଗରେ ଆସି ସମ୍ମୁଖରୁ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଗୁରୁତ୍ତର ଆହତ ହୋଇ…

ପ୍ରଥମ ଦଫାରେ ୧୦ଟି ଜିଲ୍ଲାରେ ହେବବିଜ୍ଞାନ ପ୍ରଚାର ସମିତି

ଭୁବନେଶ୍ୱର(ଶାସକ ପ୍ରଶାସକ), ଛାତ୍ରଛାତ୍ରୀ ତଥା ଜିଜ୍ଞାସୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର କିଞ୍ଚାବିଜ୍ଞାନ ପାର୍କ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେବିଜ୍ଞାନ ପ୍ରଚାର ସମିତି ଗଠନ କାରାଯିବା ପାଇଁ …

୯ ଜଣ ଗବେଷକଙ୍କୁ ଗବେଷଣା ପାଇଁ ଦିଆଯିବ ଆର୍ଥିକ ସହାୟତା

ପ୍ରସ୍ତାବକୁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ମଂଜୁରୀ ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜ୍ଞାନ ଓ କାରିଗରୀବିଭାଗ ପକ୍ଷରୁ ରାଜ୍ୟର ୭ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟରତ  ଗବେଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଜିବା ପାଇଁ ନିଷ୍ପତ୍ତି ନିଆଯାଇଛି |  ମୌଳିକ ଓ…

“ସରକାର ନୀତିନିୟମ ପ୍ରଣୟନ କରିଦେବେ, କିନ୍ତୁ କାର୍ଯ୍ୟକାରିତା ଦାୟିତ୍ୱ ଅଧିକାରୀମାନଙ୍କ ଉପରେ “

ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କ ସମ୍ମିଳନୀ  ପ୍ରାଣୀ ସଂପଦର ବିକାଶ କ୍ଷେତ୍ରରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା  ହାତକୁ ନେଇଛନ୍ତି: ମନ୍ତ୍ରୀ ଡ. ସାହୁ ଭୁବନେଶ୍ୱର,(ଶାସକ ପ୍ରଶାସକ): ମତ୍ସ୍ୟ ଓ ପ୍ରାଣୀ ସଂପଦବିକାଶବିଭାଗ ଅଧିନରେ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା…