ଗଂଜେଇ ଗଛ କଟା ଅଭିଯାନ : ୨୬ ଏକର ଜାଗାରେ ୩ .୯ କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ
ରାୟଗଡା/(ସରୋଜ ସାହୁ)– ଗଂଜେଇ ଚାଷକୁ ରାୟଗଡା ଜିଲ୍ଲାରୁ ସଂପୂର୍ଣ୍ଣ ଭାବେ ମୁଳୋତ୍ପାଟନ କରିବା ନିମନ୍ତେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସଦଭାବନା କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳା ପୋଲିସ,ଅବକାରୀ…