ମହାରଥିଙ୍କ ବିରୋଧରେ ବିଜେପି ଆଣିଲା ଜମି ହଡପର ସଂଗୀନ ଅଭିଯୋଗ : ମହାରଥୀଙ୍କ ପର୍ଯ୍ୟନ୍ତ ଲମ୍ବିବ ତ ୫-ଟିର ହାତ !
ହୁଙ୍କେଇପୁର ଫାର୍ମ୍ ହାଉସ୍ ନିକଟବର୍ତୀ ମୌଜା ପୋଢାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟକୁ ନିଜ ଫାର୍ମ ହାଉସରେ ମିଶାଇଛନ୍ତି ପ୍ରଦୀପ ମହାରଥି
ଯୁଧିଷ୍ଠିର ସାମନ୍ତରାୟ ପିପିଲିରେ ୩୦୦ କୋଟିରୁ ଉର୍ଧ୍ଵ ଜମିକୁ ହଡପ କରିଛନ୍ତି
ଶହ ଶହ ଏକର ସରକାରୀ ଓ ସର୍ବସାଧାରଣକୁ ହଡପ…