ଚାପିଦେଲା ୧୪ ଚକିଆ, ଚାଲିଗଲା ମହିଳାଙ୍କ ପ୍ରାଣ : ଡ୍ରାଇଭର ଫେରାର
ବଡ଼ବିଲ (ଶାସକ ପ୍ରଶାସକ) ଭଦ୍ରାସାହି ନିକଟସ୍ଥ ଟଂଟୋ ଠାରେ ଆଜି ଏକ ୧୪ ଚକିଆ ଟ୍ରକ ଚାପାରେ ଜଣେ ମହିଳାଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୯ ଟା ସମୟରେ ଟଂଟୋ ମାଝୀସାହି ଅଞ୍ଚଳର ଶୁକମତି ସାହୁଙ୍କ ଉପରେ ଓଡ଼ି ୦୯ କେ ୨୧୭୯ ନଂ ବିଶିଷ୍ଟ ଟ୍ରକ ଚଢି ଯାଇଥିଲା।…