କୋମନାରେ ବାହୁଡାଯାତ୍ରା, ଜନ୍ମବେଦୀକୁ ଫେରିଲେ ତିନି ଦିଅଁ

Komana/Bhagirathi Bhoi - ନୂଆପଡା ଜିଲ୍ଲା କୋମନା ବ୍ଲକ ର ବିଭିନ୍ନ ଗ୍ରାମରେ ବେଶ ଧୁମଧାମ ସହ ପାଳିତ ହୋଇଛି ବାହୁଡା ଯାତ୍ରା । କୋମନା ମାଉଁସୀ ମନ୍ଦିର ରେ ଆଜି ସକାଳ ଭୋର ରୁ ମଙ୍ଗଳ ଆଳତୀ ଶେଷ ହେବା ସହ ଅବକାଶ ଶେଷ ହୋଇଥିଲା । ସନ୍ଧ୍ୟା ୫ ଟାରେ ଛୋରାପହରା କରିଥିଲେ ଗଜପତି ମହାରାଜ ।…

ଉତ୍କଳ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ

ଭୁବନେଶ୍ୱର : ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ପାଟକୁରା ନିର୍ବାଚନ ମଣ୍ଡଳୀର ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ  ବିଜୁ ଜନତା ଦଳର ସଂଯୋଜକ ନିଯୁକ୍ତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟନାୟକ ଆଜି ଶ୍ରୀ ପରିଡାଙ୍କୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରିଥିବା ଦଳର ସାଧାରଣ…

ଆଉ ବାହୁଡ଼ିଲାନି ଫଗୁନୁ

ଜୋର ଜବରଦସ୍ତ କାମକୁ ନେଇଥିଲେ : ଟ୍ରାକ୍ଟର ତଳେ ଚାପି ହୋଇ ଗଲା  ବାଳକର ପ୍ରାଣ  ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ରାଏସଲପଦର ପଞ୍ଚାୟତର ଭୂତିବାହାଲ ଗ୍ରାମରେ ଟ୍ରାକ୍ଟର ଚକତଳେ ପଡି ଏକ ନାବାଳକ ଶିଶୁର ମୃତ୍ୟୁ ଘଟିଛି।ଆଜି ପବିତ୍ର…

ଓଡିଶାରେ ପରିବାର ନିୟୋଜନର ସଫଳତା : ଟିଏଫ୍‍ଆର ସ୍ତର ୧.୯

 ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ଭୁବନେଶ୍ୱର, (ଶାସକ ପ୍ରଶାସକ): ସମଗ୍ର ଦେଶରେ ଦମ୍ପତି ପିଛା ହାରାହାରି ସନ୍ତାନ ସଂଖ୍ୟା (ଟୋଟାଲ ର୍ଟିଲିଟି ରେଟ୍‍) ୨.୨ ରହିଥିବାବେଳେ ସଳ ପରିବାର ନିୟୋଜନ କାର୍ଯ୍ୟକ୍ରମ ଯୋଗୁଁ ଆମ ରାଜ୍ୟରେ ତାହା ୧.୯ ରେ ପହଞ୍ଚି ପାରିଛି । ସେହିଭଳି ପରିବାର ନିୟୋଜନର…

ଅଗଷ୍ଟ ୮ରେ କୋଟିଏ ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଔଷଧ ଖୁଆଯିବ

ଜାତୀୟ କୃମିନାଶକ ଦିବସ ପାଇଁ ସମନ୍ୱୟ ସମିତି ବୈଠକ ଭୁବନେଶ୍ୱର,(ଶାସକ ପ୍ରଶାସକ) : ଶିଶୁଙ୍କ ଶରୀରରୁ କୃମି ନାଶ ପାଇଁ ଆସନ୍ତା ଅଗଷ୍ଟ ୮ ତାରିଖ ଦିନ ରାଜ୍ୟର ଏକ କୋଟି ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଗୋଟିଏ ଦିନରେ କୃମିନାଶକ ଔଷଧ ଖୁଆଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗର କମିଶନର ତଥା…

ମୁଖ୍ୟମନ୍ତ୍ରୀ ଶୁଣିବେ କି ଗୋବିନ୍ଦଙ୍କ ଦୁଃଖ?

ପାଇକମାଳ : ସରକାର ଗରୀବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି | ହେଲେ ଅନେକ ସମୟରେ ଦେଖାଯାଉଛି ଯେ ପ୍ରକୃତ ହିତାଧିକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି,  ଏଭଳିକି ଠିକଣା ସମୟରେ ଚିକିତ୍ସା ନ ପାଇଁ ରୋଗୀମାନେ ଅକାଳରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି | ଠିକ ଏଭଳି ଏକ ଘଟଣା…

ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ସମନ୍ବୟ ବୈଠକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ସମନ୍ବୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।    ବୈଠକରେ  ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧୦ ଟି ସରକାରୀ ବିଭାଗର କାର୍ଯ୍ୟ  ସ୍ୱୟଂ ସହାୟକ…

ଛତୁ ଚାଷ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ   ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ରବ୍ୟାଙ୍କ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଛତୁ ଚାଷ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |            ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ କିଶୋର ଚନ୍ଦ୍ର ନାୟକ ଏବଂ  ଜିଲ୍ଲା…

ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସ୍ମୃତିସୌରଭ ସମ୍ବର୍ଧନା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ମହାରାଜା ବାଳିକା ଉଚ୍ଚବିଦ୍ୟାଳୟ,ପାରଳାଖେମୁଣ୍ଡିର ସହକାରୀ ଶିକ୍ଷୟତ୍ରୀ ସୌଦାମିନୀ ପାତ୍ରଙ୍କ ଅବସର ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ରାଓ ଅଧକ୍ଷତାରେ ଏକ ସ୍ମୃତିସୌରଭ ସମାବେଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇସାରିଛି।ଶ୍ରମତୀ…