କୃଷି କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍ ଦେୟ ଛାଡ଼ କରିବାର ପ୍ରସ୍ତାବ ନାହିଁ: ମନ୍ତ୍ରୀ
୧୦ ବର୍ଷରେ ୫.୯୩ ଲକ୍ଷ ଚାଷୀଙ୍କୁ ଜଳସେଚନ ପାଇଁ ବିଜୁଳି୩.୫୦ ଲକ୍ଷ ଚାଷୀଙ୍କ ଉପରେ ୧୨୪୪ କୋଟିର ଦେୟ ବାକି
ଭୁବନେଶ୍ୱର: ୨୦୦୯-୧୦ରୁ ୨୦୧୮-୧୯ ୧୦ ବର୍ଷ ମଧ୍ୟରେ ପ୍ରାୟ ୫.୯୩ ଲକ୍ଷ ଚାଷୀଙ୍କୁ ଜଳସେଚନ ନିମନ୍ତେ ସ୍ୱତନ୍ତ୍ର ରିହାତି ଦରରେ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ ପ୍ରାୟ…