ଜବରଦଖଲରେ ୧୦୦ଏକର ଗୋଚର ଜମି : ତାତିଲେ ଗ୍ରାମବାସୀ
ବଲାଙ୍ଗିର(ନିରୋଜ ମିଶ୍ର);ସଇଁନ୍ତଲା ବ୍ଲକ କରମତଲା ପଂଚାୟତର ପ୍ରାୟ ୧୦୦ଏକର ଗୋଚର ଜମି କୁ ଜବରଦଖଲ ହୋଇଥିବା ନେଇ ଗ୍ରାମବାସୀ ମାନେ ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ । ଅଭିଯୋଗ କଲା ପରେ ଉକ୍ତ ଗ୍ରାମକୁ ସ୍ଥାନୀୟ ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ଛନଛଡା ଗ୍ରାମକୁ ଜାଇ ସ୍ଥିତି…