ବିଜେବି କଲେଜରେ ରକ୍ତର ହୋଲି: ବିଜେଡି
ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ଶୈକ୍ଷିକ ବାତାବରଣ ବିପର୍ଯ୍ୟସ୍ତ
ଡବଲ ଇଂଜିନ ସରକାରରେ ଶିକ୍ଷାନୁଷ୍ଠାନ ଗୁଡିକ ଅସୁରକ୍ଷିତ
ଭୁବନେଶ୍ୱର, ୩୦/୦୪/୨୦୨୬: ଆଜି ବିଜେବି କଲେଜ ପି୍ରନ୍ସିପାଲଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କୁ ଦୁର୍ବ୍ୟବହାରକୁ ନେଇ ଆଲୋଚନା ଚାଲୁଥିଲା ବେଳେ ହଠାତ…