ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ ୨୦୨୦ ଆରମ୍ଭ
ଉଦଘାଟନୀ ମ୍ୟାଚରେ ସାଇକୁ ପରାସ୍ତ କରି ମାଆଶୁଣୀ କ୍ଳବ ବିଡ଼ାନାସୀ କଟକ ବିଜୟୀ
ଓଡଗାଁ (ଶ୍ରୀକାନ୍ତ ମିଶ୍ର): ୩ୟ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ୨୦୨୦ ର ଉଦଘାଟନୀ ମ୍ୟାଚରେ ସ୍ପୋଟ୍ସ ଅଥରିଟ ଅଫ ଇଣ୍ଡିଆ(ସାଇ)କୁ ପରାସ୍ତ କରି ମାଙ୍କଭରଆଶୁଣୀ କ୍ଳବ ବିଡ଼ାନାସୀ କଟକ ୨-୦ଗୋଲରେ ବିଜୟ…