ରାମଚଣ୍ଡୀଙ୍କ ଉଦ୍ଦିଷ୍ଟ ଜମି ବିକ୍ରି ଅଭିଯୋଗ, ତତ୍ତ୍ୱାବଧାରକଙ୍କ ଖଣ୍ଡନ
ଓଡ଼ଗାଁ, ୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସାଗର ପୁଷ୍କରିଣୀ ନିକଟରେ ବିଜେ ମା’ ରାମଚଣ୍ଡୀଙ୍କ ନାମରେ ଉଦ୍ଦିଷ୍ଟ ଜମି ବିକ୍ରି କରିବା ଉଦ୍ୟମ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଦାନକର୍ତ୍ତା ପରିବାରର ସଦସ୍ୟ ଓ…