ମେଲଛାମୁଣ୍ଡା ଦୁର୍ଗାପୂଜା କମିଟି ଗଠିତ : ବଂଟି ଦେବତା ସଂପାଦକ

  ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ରାଜୀବ ଭବନ ପ୍ରାଙ୍ଗଣରେ ୫୫ ତମ ସର୍ବଜାନୀନ ଦୁର୍ଗାପୂଜା ପାଇଁ ମଙ୍ଗଲବାର ସଂଧ୍ୟାରେ କମିଟି ଚୟନ ହୋଇଯାଇଛି । ଏହି ଅବସରରେ ଗ୍ରାମର ଗୌନ୍ତିଆ ଦୀପକ କୁମାର ଭୋଇଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପ୍ରଥମେ ବିଗତ ବର୍ଷର…

ଏମସିଏଲର ମନମୁଖୀ କାର୍ଯ୍ୟ ,ହୋଇ ପାରୁନି କୋଇଲା ଉତ୍ତୋଳନ : ସଙ୍କଟରେ ଟ୍ରକ ମାଲିକ

ସୁନ୍ଦରଗଡ(ହୋରଚାନ୍ଦ ଦେଉରିଆ) :ସୁନ୍ଦରଗଡ଼ ଜିଲ୍ଲାର୍ ବସୁନ୍ଧରା ଏମ୍ସିଏଲ ଓପନ କାଷ୍ଟ କୋଇଲା ଖଣି ରୂପେ ଏସିଆ ମହାଦେଶ ରେ  ଜଣାଶୁଣା ,ସୁନ୍ଦରଗଡ଼ ଜିଲ୍ଲାର ଭାତହାଣ୍ଡି ତଥା ଓଡ଼ିଆ ରାଜ୍ୟର ରାଜସ୍ବ ପୂରଣ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ ବସୁନ୍ଧରା କୋଇଲା ଖଣି | ହେଲେ ଏବେ…

90 ଜଣ ହିତାଧିକାରୀ ଙ୍କୁ ଘର ଡିହ ଜମି ପଟ୍ଟା ବଣ୍ଟନ

ବରଗଡ / ଝାରବନ୍ଧ :- ଘର ଖଣ୍ଡେ ଓ ଘର କରିବା ପାଇଁ ନିଜର ଜମି ଟିକେ , ଏହା ପ୍ରତେକ ଲୋକର ସ୍ୱପ୍ନ । ଯେଉଁ ମାନେ ଭୂମିହୀନ ସେମାନଙ୍କର ପାଇଁ ଏହି ସ୍ୱପ୍ନ କେବଳ ସ୍ୱପ୍ନ ରେ ହିଁ ରହିଯାଉଥିଲା। ଭୂମିହୀନ ଙ୍କର ଏହି ସ୍ୱପ୍ନ ପୁରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ।  ଆଜି ଏହି…

ଗଜପତି:-ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ଭଗବାନ ଶ୍ରୀ-କୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ  ଓ ନନ୍ଦଉତ୍ସବ  ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମଠ ଓ ମନ୍ଦିର ଗୁଡ଼ିକରେ ସଂକୀର୍ତ୍ତନ ହେବାସହ  ଶ୍ରଦ୍ଧାଳୁ ମହିଳା ଭକ୍ତ ମାନଙ୍କ ଭିଡ ଲାଗି…

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଅସନ୍ତୋଷ :  ଯୁବ ବିକାଶ ପରିଷଦ ଦେଲା  ଦାବୀ ପତ୍ର 

ରାୟଗଡା (ସରୋଜ ସାହୁ)  – ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟସେବା | ଡାକ୍ତର ବି ଆବଶ୍ୟକ ସଂଖ୍ୟା ଠାରୁ ବହୁତ କମ | ରାୟଗଡା ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏ ନାହିଁ ନାହିଁ ସ୍ଥିତିକୁ ନେଇ  ଅସନ୍ତୋଷ ଜାହିର କରିଛି ଯୁବ  ବିକାଶ ପରିଷଦ | ସମସ୍ୟା ସମାଧାନ…

ତାଳଚେର ଫର୍ଟିଲାଇଜର ପ୍ଲାଂଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ  ସମୀକ୍ଷା

ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ  - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, - ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରାଳୟ  ତଥା…

” ସଳଖ ସୁନ୍ଦର ଭେଣ୍ଡିଆ ଟିଏ, ହାତଗୋଡ ନାହିଁ ଖଣ୍ଡିଆଟିଏ”

୧୧ ମାସ ଧରି ବସିନି ଜିଲ୍ଲା ପରିଷଦ ବୈଠକ : ଜିଲ୍ଲାରେ ବିକାଶ ବାଧାପ୍ରାପ୍ତ  ୧୫ଦିନ ଭିତରେ ସମାଧାନ ନହେଲେ ଜିଲ୍ଲା ପରିଷଦ ସଭ୍ୟ ଦେବେ ସମୂହ ଇସ୍ତଫା  ରାୟଗଡ(ସରୋଜ କୁମାର ସାହୁ ) ତ୍ରିସ୍ତରୀୟ ପଂଚାୟତିରାଜ ଶୀର୍ଷ ସଂସ୍ଥା ଭାବେ ଜିଲ୍ଲା ପରିଷଦ ଜିଲ୍ଲାର ସୁବିଧା ଅସୁବିଧାର ତର୍ଜ୍ଜମା…

ବ୍ୟାଡମିଣ୍ଟନ  ଖେଳାଳି ମାନଙ୍କୁ ସମ୍ବର୍ଦ୍ଧନl

ଜୁନାଗଡ/ ଆଦିତ୍ୟ ମହାନ୍ତି : ବ୍ୟାଡମିଣ୍ଟନ ଆସୋସିଏସନ ତରଫରୁ ଜୁନାଗଡ ଠାରେ ଏକ ସମ୍ବର୍ଧନା ସଭା ଆୟୋଜନ ହୋଇଯାଇଛି ।  ବ୍ୟାଡମିଣ୍ଟନ ଆସୋସିଏସନ୍ ସଭାପତି ସମୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ…

କହି ହେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ 

ହେଇ ଦେଖ : ଏଇଟା ଆମ ଡିଆରଡିଏ କାର୍ଯ୍ୟାଳୟର ସର୍ବସାଧାରଣ ଟଇଲେଟ ବରଗଡ଼ ସହର ଘରୋଇ ବସଷ୍ଟାଣ୍ଡ ନିକଟରେ ରହିଛି ଡ଼ିଆରଡ଼ିଏ ଅଫିସ । ଜିଲ୍ଳାର ଏକ ପ୍ରମୁଖ ଅଫିସ ହୋଇଥିବାରୁ ପ୍ରତିଦିନ ଗ୍ରାମାଞ୍ଚଳରୁ ଅନେକ ଲୋକ ଓ ଅଧିକାରୀ ଏଠାକୁ ଆସିଥାନ୍ତି ବିଭିନ୍ନ କାମ ପାଇଁ । ଏହି  ଅଫିସର ସଭାଗୃହରେ ଆମ…

ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନବାନ୍ନ ନୀତି ନିର୍ଘଣ୍ଟ ନିର୍ଣ୍ଣୟ 

ବରଗଡ :- ପଶ୍ଚିମ ଓଡ଼ିଶାର ପବିତ୍ର ଓ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ମନ୍ଦିରରେ ଆଜି ମହାପ୍ରଭୁଙ୍କ ନାବାନ୍ନ ନୀତି ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ସେପ୍ଟେମ୍ବର 3 ତାରିଖ ଦିନ 10 ଟା 55 ମିନିଟ ରୁ 11 ତା 11 ମଧ୍ୟରେ ମହାପ୍ରଭୁ ଙ୍କୁ ନବାନ୍ନ…