ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୁଜନ ଉତ୍ସବ 

  ଓଡ଼ଗାଁ,: ଡଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ୧୦୩ ତମ ଜନ୍ମ ଦିନ ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୁଜନ ଉତ୍ସବ  ମହାଡମ୍ବରରେ ପାଳିତ ହୋଇ ଯାଇଛି । ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀମାନେ ପ୍ରଥମେ ଗୁରୁ ଗୁରୁମା ଏବଂ ଅତିଥି ମାନଙ୍କର ପାଦ ପ୍ରକ୍ଷ୍ୟାଳନ କରି ଫୁଲ,…

ତିର୍ତ୍ତୋଲରେ ନିର୍ମାଣ ହେବ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ

ଜଗତସିଂହପୁର ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରକଳ୍ପ ଚିଠା ପ୍ରସ୍ତୁତି ପାଇଁ ସମନ୍ୱୟ କମିଟି ବୈଠକ ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜଗତସିଂହପୁର ଓ ପାରାଦ୍ବୀପ ପୌରପାଳିକା ସହ ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ…

ଆସୁଛନ୍ତି ତ୍ରିମୁର୍ତ୍ତି, ବୃଦ୍ଧି ପାଇଛି ଉତ୍କଣ୍ଠା

ପରାଜୟର ସମୀକ୍ଷା ସହ ଦଳୀୟ ନେତା, କର୍ମୀଙ୍କୁ ଏକଜୁଟ କରାଇବା ନିମନ୍ତେ ଦେବେ ଗୁରୁମନ୍ତ୍ର ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ ତଥା ଜିଲ୍ଲା ରାଜନୀତିରେ ନିଜର ପତିଆରା ପ୍ରଦର୍ଶନ ମାଧ୍ୟମରେ ନିଜକୁ ପ୍ରଭାବଶାଳୀ ନେତା ଭାବେ ଉପସ୍ଥାପନ କରାଇବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିରେ…

ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ଜିଲ୍ଲା ସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :   ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମିଶନ ଶକ୍ତି ଏବଂ ଓଡିଶା ଜୀବିକା ମିଶନର ଜିଲ୍ଲା ସ୍ତରୀୟ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।      କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା…

ବର୍ହାମୁଣ୍ଡାରେ ନୂଆଁଖାଇ ଭେଟଘାଟ

ଗାଇସିଲେଟ/କେଦାର ନାଥ ସାହୁ : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତର ବର୍ହାମୁଣ୍ଡା ଗ୍ରାମଠାରେ ଗ୍ରାମର ଗଣେଷ ପୂଜା କମିଟି ଦ୍ବାରା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅତିଥି ମାନଙ୍କୁ ଗ୍ରାମର…

 ଭଦ୍ରକର ବିକାଶ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇଦେବେ : ପ୍ରତାପ 

ଭଦ୍ରକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା  ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ :ଆଜି ଭଦ୍ରକ ଗସ୍ତରେ ଅଛନ୍ତି ଗୃହ ନିର୍ମାଣ, ନଗର ଉନ୍ନୟନ ପଞ୍ଚାୟତିରାଜ, ପାନୀୟ ଜଳଯୋଗାଣ ତଥା  ଆଇନମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ  ଶ୍ରୀ ଜେନା ଭଦ୍ରକରେ ପହଂଚିବା ମାତ୍ରେ  ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ…

“ମୂଲ୍ୟବୋଧରେ ଅବମୂଲ୍ୟାୟନ ଘଟିଛି, ତଥାପି ଗୁରୁଙ୍କ ମର୍ଯ୍ୟାଦା ଏବେ ବି ବଳବତ୍ତର “: ଡ଼ ଅରୁଣ 

ନୟାଗଡ- ଗୁରୁପୂଜନ ସମାରୋହ ପାଳିତ ନୟାଗଡ(ବିଶ୍ୱଜିତ ନାୟକ) -ନୟାଗଡ ବିଜୁପଟନାୟକ କଲ୍ୟାଣମଣ୍ଡପ ପରିସରରେ ଗୁରୁପୂଜନ ସମାରୋହ 2019 ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କୃଷି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ନୟାଗଡ ଜିଲ୍ଲାପାଳ…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ରେ ପବିତ୍ର ଗୁରୁ ଦିବସ  ଅନୁଷ୍ଠାନ ର ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ମୁଖ୍ୟ ଅତିଥି ରୂପେ ମହାରାଜାଙ୍କ ବାଳକ…

ବଦଳିଲା ୧୮୫୭ ମସିହାର ବଡ଼ ଘଣ୍ଟା

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଗୌରବ ଓ ସ୍ମୃତି ବହନ କରୁଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସର୍ବ-ପୂରାତନ ତଥା ୧୮୫୭ ମସିହାରେ ବିଦ୍ୟାଳୟର ଶିଖରରେ ବ୍ରିଟିଶ ଅମଳର ବଡ଼ ଘଣ୍ଟା ଦୀର୍ଘ ୫୦ ବର୍ଷ ଧରି ଖରାପ ଓ ସମ୍ପୁର୍ଣ୍ଣ ଅଚଳ ହୋଇ ପଡ଼ିଥିବା ଫଳରେ ଆଜି …

ବର୍ଷାଯୋଗୁଁ ଧସିଲା ପାହାଡ଼

ଗୁଣପୁର/ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଆବଡା ପଞ୍ଚାୟତର ତିନାଲିଙ୍ଗ ପାହାଡ଼ ଅତ୍ୟଧିକ ବର୍ଷା ଯୋଗୁଁ ଧସିଲା।ପାହାଡ଼ ଧସିବାରୁ କୁଲସିଂ ଗ୍ରାମର ତିନି ଜଣଙ୍କ ଘରେ କାଦୁଅ ପାଣିମାଟି ପସିଛଥିବା ସୁଚନା ମିଳିଛି । ତିନିଜଣ ହେଲେ ମାନସୀ ଗମାଙ୍ଗ, ଗିରମ ଗମାଙ୍ଗ ଏବଂ ସାପିଡ଼ି…