ମନମୋହିଲେ ସିଆରପିଏଫ : ଗରିବଙ୍କୁ ବାଣ୍ଟିଲେ ଅତ୍ୟାବଶ୍ୟକ ସାମଗ୍ରୀ।
http://www.youtube.com/watch?v=wrkgPN1BiAI
ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ):-ବରଗଡ଼ ଜିଲ୍ଲା ବରତୁଣ୍ଡା ନୂଆଡିହି ଠାରେ 189 ସିଆରପିଏଫ ବାଟାଲିଅନ ଦ୍ୱାରା ଆୟୋଜିତ ସିଭିକ ଆସ୍କନ ୨୦୨୦ ପ୍ରୋଗ୍ରାମ ଜରିଆରେ ଅଞ୍ଚଲର ନିରିହ ଗରିବ ମାନଙ୍କୁ ବାଣ୍ଟିଲେ କମ୍ବଳ, ସୋଲାର ଲାଇଟ ରନ୍ଧନ…