ସରିଲା ଭାଷା ସାହିତ୍ୟର ମହାକୁମ୍ଭ : ଭିନ୍ନ ଛାପ ଓ ବାର୍ତ୍ତା ସହ ସୋଆ ସାହିତ୍ୟ ଉତ୍ସବ ଉଦଯାପିତ
ସାଧାରଣ ଲୋକ କବିତାକୁ ବୁଝି ନପାରିଲେ ତାହା ମୂଲ୍ୟହୀନ : ରମାକାନ୍ତ
"ସୋଆ ସାହିତ୍ୟ ଉତ୍ସବ ଶବ୍ଦ ଏବଂ ବିଚାରଧାରାର ଉତ୍ସବ"
ଭୁବନେଶ୍ୱର,(ଶାସକ ପ୍ରଶାସକ) : କବିତାକୁ ସାଧାରଣ ପାଠକଙ୍କ ମଧ୍ୟରେ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଡଃ ରମାକାନ୍ତ…