ପ୍ରାଥମିକ ଚିକିତ୍ସା ଓ ସଡ଼କ ସୁରକ୍ଷା ନେଇ ସୋଆ ଏନ୍ଏସ୍ଏସ୍ ପକ୍ଷରୁ ୩-ଦିନିଆ ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ଭୁୁବନେଶ୍ୱର, ମଇ ୪ : ପ୍ରାଥମିକ ଚିକିତ୍ସା ଏବଂ ସଡକ ସୁରକ୍ଷାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ଶାଖା ଓ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ରାଜ୍ୟ ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଏକ ୩-ଦିନିଆ ସଚେତନତା କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର…