“ଯଦି ଆପଣ ହୁଇଲ୍ ଚେୟାରରେ ବସି ରହୁଛନ୍ତି ତେବେ କେବେ ବି ଭାବନ୍ତୁ ନାହିଁ ଜୀବନ ଏଇଠି ସରିଗଲା”
ସଚେତନତା ଏବଂ ଜୀବନଶୈଳୀରେ ପରିବର୍ତନ ଦ୍ୱାରା କ୍ୟାନ୍ସରକୁ ରୋକାଯାଇପାରିବ
ଭୁବନେଶ୍ୱର, (ଶାସକ ପ୍ରଶାସକ) : ଏହା କେବେ ବି ମୋର ବିଶ୍ୱାସକୁ ଦୋହଲାଇପାରିବ ନାହିଁ । ମୋ ସାହାସକୁ ଭାଙ୍ଗିପାରିବ ନାହିଁ | ପୂର୍ବଭଳି କ୍ୟାନ୍ସର ଆଉ ଭୟଙ୍କର ହୋଇ ରହିବ ନାହିଁ । ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ…