ପଦ୍ମପୁର/ଶାସକ ପ୍ରଶାସକ -ପାଇକମାଲ ବ୍ଳକରେ ନୂତନ ବିଡିଓ ଭାବେ ସୁରେନ୍ଦ୍ର କୁମାର ମେହେର ଯୋଗଦାନ କରିଛନ୍ତି । ଶ୍ରୀ ମେହେର ପୂର୍ବରୁ ସିନାପାଲି ବିଡ଼ିଓ ଥିଲେ | ଶ୍ରୀ ମେହେର ଏଠାକାର ଶ୍ରୀ ସଦାଶିବ ନାୟକଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ସମୟରେ ବ୍କକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ନୁତନ ବିଡିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ପାଇକମାଲର ବିଦାୟୀ ବିଡ଼ିଓ ଶ୍ରୀ ନାୟକ ସିନାପାଲି ବିଡ଼ିଓ ଭାବେ କାର୍ଯ୍ୟକରିବେ ବୋଲ ଜଣାପଡିଛି |
Sign in
Sign in
Recover your password.
A password will be e-mailed to you.
Prev Post