କିଶୋର କୁମାର ସିନାପାଲି ବ୍ଳକ ଉପାଧ୍ୟକ୍ଷ ନିର୍ବାଚିତ
ସିନାପାଲି/ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରେ ଆଜି କୁ ପ୍ରାୟ 6 ମାସ ହେବ ଉପାଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ତାହା ଗତକାଲି ପୂରଣ ହେଇଛି | ସିନାପାଲି ବ୍ଲକର ସମସ୍ତ ସମିତି ସଭ୍ୟ ସଭ୍ୟାଙ୍କୁ ନେଇ ନିର୍ବାଚନ ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଭୋଇ ଓ ବୋଡେ଼ନ…