“ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାର ଅବିଚାର କରି ଆସୁଛନ୍ତି”
କୋସଲ ସମନ୍ୱୟ ସମିତି ତରଫରୁ ସ୍ୱତନ୍ତ୍ର କୋଶଳ ରାଏଜ ଦାବି
ବଲାଙ୍ଗିର୍:- ପଶ୍ଚିମ ଓଡ଼ିଶାରେ ଭୟଙ୍କର ବନ୍ୟା ବିତ୍ପାତ ପରେ ମଧ୍ୟ ସରକାରି ସହାୟତା ପାଇବାରୁ ବଞ୍ଚିତ ହେଇଥିବା ଅଭିଯୋଗ ଆଣି ଓ ୧୦୦୦ କୋଟି ଟଙ୍କା ସହାୟତା ଦାବିକରି ଆଜି କୋସଲ ସମନ୍ୱୟ ସମିତି ତରଫ ରୁ ବଲାଙ୍ଗିର୍ ଜିଲ୍ଲାପାଲ…