ଓଡିଶା ଦିବସ ୨୦୨୬ ଏଵଂ ଜିଲ୍ଲା ମହୋତ୍ସବ ‘ କଲ୍ଲୋଳ’ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଜଗତସିଂହପୁର,ତା-୦୩.୦୩.୨୦୨୬/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଓଡିଶା ଦିବସ ୨୦୨୬ ଏଵଂ ଜିଲ୍ଲା ମହୋତ୍ସବ ' କଲ୍ଲୋଳ' ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା, ଅଧ୍ୟକ୍ଷ, ଜିଲ୍ଲା…