ଜିଲ୍ଲାପାଳଙ୍କ ବ୍ରଜରାଜନଗର ମାରାଥନ ଗସ୍ତ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଇବ୍ ନଦୀ ପଠାର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ଅତ୍ୟାଧୁନିକ ବୃଦ୍ଧାଶ୍ରମ ଜାତୀୟ ରାଜପଥ ହେବ ଅବରୋଧ ମୁକ୍ତ ଓ ସ୍ୱଚ୍ଛ ପର୍ଯ୍ୟଟନ ଓ କ୍ରୀଡ଼ା ଭିତ୍ତିଭୂମି ଉପରେ ଗୁରୁତ୍ୱ ଝାରସୁଗୁଡା: ସହରର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ,

ଝାରସୁଗୁଡା, ୫/୩,ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ର ଭୂମିପୁତ୍ର ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଝାରସୁଗୁଡା ବିଜେଡି ତରଫରୁ ଗୁରୁବାର ପୂର୍ବାହ୍ନ ୧୦ ଟା ରେ ବଡ଼ମାଳ ବିଜୁ ପଟ୍ଟନାୟକ ଛକ ଠାରେ ପାଳନ ହୋଇ ଯାଇଛି |ବଡ଼ମାଳ ଛକ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ…

ଜଳସମ୍ପଦ ବିଭାଗ ଓ ଜଳ ନିଷ୍କାସନ ବିଭାଗ ଦ୍ଵାରା ଗମେଇ ନଦୀ ଶାଖା ନାଳର ଉନ୍ନତୀ କରଣ ପାଇଁ ଶୁଭ ଦେଲେ ସାଂସଦ ଓ ବିଧାୟକ

ବାସୁଦେବପୁର ଜଳସମ୍ପଦ ବିଭାଗ ଓ ଜଳ ନିଷ୍କାସନ ବିଭାଗ ଦ୍ଵାରା ଗମେଇ ନଦୀ ଶାଖା ନାଳର ଉନ୍ନତୀ କରଣ ପାଇଁ ଶୁଭ ଦେଲେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ଅଶୋକ ଦାସ। ବରଣ୍ଡୁଆ, ପ୍ରତାପପୁର,ଚାଲୁଣି ଗାଁ ଓ ବିରଞ୍ଚିପୁର ଆଦି ଚାଷ ଜମିର ଜଳ ସେଚନ ସୁବିଧା ହେବ ସହିତ ଅଞ୍ଚଳ ର ଉନ୍ନତି ହେବ…

ବେଲଗୁଣ୍ଠା ଏନ୍.ଏ.ସି ବିଜୁ ଜନତା ଦଳ ପକ୍ଷରୁ ୧୧୦ ତମ ବିଜୁ ଜୟନ୍ତି ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ଆଜି ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ଇଣ୍ଡୋନେସିଆର ଭୂମିପୁତ୍ର ସ୍ଵର୍ଗତ ବୁଜୁ ପଟ୍ଟନାୟଙ୍କ ୧୧୦ ତମ ଜନ୍ମ ଜୟନ୍ତି ସମଗ୍ର ଦେଶରେ ପାଳନ କରାଯାଉଥିବା ବେଳେ, ବେଲଗୁଣ୍ଠା ଏନ୍.ଏ.ସି. ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ପାଳନ କରାଯାଇଅଛି. ଏହି ଅବସରରେ…

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଓଡିଶା ଜାତିର ସ୍ୱାଭିମାନ ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ…

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀରେ ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି…

ବୟସ ଅଶୀ ପାର ହେଲାଣି କେବେ ମିଳିବ ୩୫୦୦ ଟଙ୍କାର ବର୍ଦ୍ଧିତ ଭତ୍ତା ?

କେନ୍ଦୁଝର,ତା୫/୩- ଆଜିକାଲି ଅଶୀ ବର୍ଷ ହେଲେ ସରକାର ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ମାସିକ ଦେବେ ବୋଲି ଘୋଷଣା କଲେ, ହେଲେ ଏହା ବାସ୍ତବତାରୁ ଦୂରରେ ବୋଲି ପ୍ରମାଣିତ ହେଉଛି। ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଲୋକେ ଦରଖାସ୍ତ ଦେଇ ମଧ୍ୟ ଏହା ନପାଇ ହତାଶ ହେଉଥିବାର ଅଭିଯୋଗ ହେଉଛି। ସୂଚନା…

ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ HPV ଟୀକାକରଣ ଅଭିଯାନର ଶୁଭାରମ୍ଭ

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଲକ୍ଷ୍ୟ କରି ଏଚପିଭି (HPV) ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଟୀକାକରଣ କାର୍ଯ୍ୟକ୍ରମରେ ଡ଼ଃ ସୁଶାନ୍ତ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବରେ…

୧୬ ବର୍ଷ ସେନା ସେବା ପରେ ଜନ୍ମଭୂମିକୁ ଫେରିଲେ ସରୋଜ ସାହୁ, ଜାରିଂ ଗ୍ରାମରେ ଭବ୍ୟ ସ୍ବାଗତ

ବିଜେପୁର :-ବରଗଡ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମର ଗୌରୀଶଙ୍କର ସାହୁଙ୍କ ସୁପୁତ୍ର ସରୋଜ ସାହୁ ଦୀର୍ଘ ୧୬ ବର୍ଷର ଗୌରବମୟ ସେନା ସେବା ପରେ ଅବସର ଗ୍ରହଣ କରି ନିଜ ଜନ୍ମଭୂମିକୁ ଫେରିବା ପରେ ଅଞ୍ଚଳରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ତାଙ୍କୁ ଭବ୍ୟ ସ୍ବାଗତ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ

କଟକ ତା ୦୫.୦୩.୨୦୨୬ ରିଖ – ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ଆଜି ଜିଲ୍ଳା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ଜିଲ୍ଳପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ ବିଜୁ ପଟ୍ଟନାୟକ ସଂଗ୍ରହାଳୟ (ଆନନ୍ଦ ଭବନ)ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ…

ବିଜେଡି କାର୍ଯ୍ୟାଳୟ ଠାରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୫/୦୩):- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମହାନ୍ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଟାଉନ ସଭାପତି ନବ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ଲକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା,…