ଆ କିଳା ପଶ….ବିଜେଡିକୁ ଟାର୍ଗେଟ କରି ସଜ୍ଜନଙ୍କୁ କିଳା ଦେଲେ ଗୌତମ
ରୁପେଶଙ୍କ ସହ କାହାର ଘନିଷ୍ଠ ସମ୍ପର୍କ, ଅରୁଣଙ୍କ ସହ ନା ସଜ୍ଜନଙ୍କ ସହ
ଭୁବନେଶ୍ବର (ଗିରିଜା ଶଙ୍କର ଦାଶ) ବିଚରା ସଜ୍ଜନ ଶର୍ମା | ମେଳାପୀ ଲୋକ | ବିଜେପିର ଟାଣୁଆ ମୁଖପାତ୍ର, ଏକଦା ମିଡ଼ିଆ ବିଭାଗର ମୁଖ୍ୟ | ଟିଭିରେ ଲୋକ ତାଙ୍କୁ ଦେଖି ରାଇଜ ଯାକ ଲୋକ ତାଙ୍କୁ ଚିହ୍ନି ଯାଇଥିବେ |…