ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ଅକାଳ ବିୟୋଗ
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦିପ୍ତିପୁରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଆତ୍ମା ସୁନାଙ୍କ ବୁଧବାର ସକାଳ ୯ଘଂଟାରେ ଅକାଳ ବିଯୋଗ ଘଟିଯାଇଛି । ପ୍ରତି ଦିନ ଭଳି ସ୍ୱର୍ଗତ ସୁନା ସକାଳ ୮ଟାରେ ଘରୁ ବାହରି ବ୍ୟାଙ୍କ…