ରେଳରେ ଗଲେ, ଆହାର ଖାଇଲେ 

ଭୁବନେଶ୍ୱର/ ନୟାଗଡ (ଶାସକ ପ୍ରଶାସକ) ଲୋକଂକ ଭିତର ନେତା, ଭିଡ ଭିତରେ ବାରି ହୋଇ ପାରୁଥିବା ନେତା ଆଉ ଲୋକଙ୍କୁ କଥା ଦେଇ କଥା ରଖିବାକୁ ଚେଷ୍ଟିତ ଥିବା ନେତା ହେଉଛନ୍ତି ଅରୁଣ ସାହୁ | ମାନେ ରାଜ୍ୟ ସରକାରଙ୍କ ଦୁଇ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ ଉଚ୍ଚଶିକ୍ଷା ଆଉ କୃଷି କୃଷକ ସଶକ୍ତିକରଣ…

ଗୁମ୍ମା ବ୍ଳକର କୁଲଙ୍ଗ ଓ ତିତିସିଂ ଗ୍ରାମରେ ବର୍ଷା ବିତ୍ପାତ : ଉଜୁଡ଼ିଲା ଘର, ପଶୁପକ୍ଷୀ ନିହତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କଳାକୋଟ ପଞ୍ଚାୟତର କୁଲଙ୍ଗ ଓ ତିତିସିଂ ଗ୍ରାମରେ ଆଜି ଭୋର ସକାଳ ୭ .୧୫ସମୟରେ ପାଖ ମୁଖଲିଙ୍ଗ ପର୍ବତରୁ ଧସେଇ ହୋଇi ୨୦ଟି ଘର ପୁରା ଭାଙ୍ଗି ଯାଇ ଥିବା ବେଳେ ଆଉ ୨୦ ଟି ଘର ଅଳ୍ପ ନଷ୍ଟ ହୋଇଥିବା ସହ…

ଓଡିଶା ସରକାରଙ୍କ ଜଳସଂପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀଙ୍କ ଆଠମଲ୍ଲିକ ଗସ୍ତ 

ଲୋକଙ୍କ ସହିତ ମିଶି ବୁଝିଲେ ସମସ୍ୟା, ଧଉରାଗୋଠ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲୋକଙ୍କ ଦାବି  (ଆଠମଲ୍ଲିକ / ସନ୍ତୋଷ ମେହେର ):  ଓଡିଶା ସରକାରଙ୍କ ଜଳସଂପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀ ଇଂ ଅକ୍ଷୟ କୁମାର ବାନାର୍ଜୀଙ୍କ ଆଠମଲ୍ଲିକ ଗସ୍ତରେ ଆସିଛନ୍ତି I ଏହି ଅବସରରେ ଇଂ.ବାନାର୍ଜୀଙ୍କ…

 ଜଗତସିଂହପୁର ଠାରେ ୟୁକୋ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଂଯୋଗୀକରଣ ପଦକ୍ଷେପ

ଜଗତସିଂହପୁର(ଶାସକ ପ୍ରଶାସକ)-ଆଜି ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ଏକ ଦୁଇଦିନିଆ ଗ୍ରାହକ ସଂଯୋଗୀକରଣ ପଦକ୍ଷେପ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଜଗତସିଂହପୁର…

ଧନ୍ୟବାଦ ତହସିଲଦାର: ମଣିଷପଣିଆ ବଂଚାଇଲା ଜଣଙ୍କ ଜୀବନ 

 ଦୁଇ ବାଇକ ଆରୋହୀଙ୍କ ସାମ୍ନାସାମ୍ନି ଧକ୍କା ସୁନ୍ଦରଗଡ଼ ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ : ଆଜି ସକାଳ ୯:୪୫ପାଖାପାଖି ସୁନ୍ଦରଗଡ଼ ଜିଲ୍ଲାର ସଦର ଥାନା ଅନ୍ତର୍ଗତ କଟଙ୍ଗିଡ଼ିହି ଛକ ପାଖ ବୁଲାଣିରେ ଭାରସାମ୍ୟ ହରାଇ ଦୁଇ ବାଇକ ଆରୋହୀ  ଗୁରୁତର ଭାବେ ଦୁର୍ଘଟଣା ଗ୍ରସ୍ତ ହୋଇ ପଡ଼ିରହିଥିଲେ |…

ବ୍ଳକସ୍ତରୀୟ ଶୀତକାଳୀନ ଦୌଡକୁଦ ପ୍ରତିଯୋଗିତା

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜବୋରାସମ୍ବର ବ୍ଳକ ଅଧିନସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ବୁଧବାର ଦିନ ସାରା ବ୍ଳକ ସ୍ତରୀୟ ଶିତକାଳିନ ଦୌଡକୁଦ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବୁଧବାର ସକାଳ ସମୟରେ ବିଦ୍ୟାଳୟର…

ବିଜେପୁରରେ ଗର୍ଜ୍ଜିଲା ଶଙ୍ଖ, ଶୁଭିଲା ଖାଲି ନବୀନ …ନବୀନ…, ନବୀନ …ନବୀନ

ବିଜେପୁର ରେ ବିଜେଡି ର ବମ୍ଫର ବିଜୟ ପୁଣି ପ୍ରମାଣିତ ହେଲା "କେବଳ ନବୀନ" ବିରୋଧୀ ଙ୍କର ସବୁ ରଣନୀତି ଫେଲ ଦମ ଦେଖାଇଲା ନବୀନ ବ୍ରିଗେଡ଼ କଥାରେ ନୁହେଁ କାମ କୁ ଭୋଟ ଦେଲେ ବିଜେପୁର ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜେପୁର ବାସୀ ଙ୍କୁ ଧନ୍ୟବାଦ :- ରୀତା ସାହୁ ବରଗଡ :- ବିଜେପୁର…

“ଆମର କିଛି ଅଘଟଣ ଘଟିଲେ କଣ ସରକାରଙ୍କ ନିଦ ଭାଙ୍ଗିବ “

ସ୍କୁଲ ପରିସରରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ,ଛାତ୍ରଛାତ୍ରୀ ଙ୍କ ଜୀବନ ବିପଦ ସଂଙ୍କୁଳ ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ପଞ୍ଚାୟତ ସାନ୍ ନୂଆଁପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିସରରେ ଥିବା ଏକ ବିଦ୍ୟୁତ୍…

୮  ରାଉଣ୍ଡ ପରେ  ରୀତା ୫୨୦୦୦ ଭୋଟ ଆଗରେ 

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତ ଗଣନା।  ଅଷ୍ଟମ  ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ 20 507 ଖଣ୍ଡ କଂଗ୍ରେସ ପ୍ରାର୍ଥୀ , 2777  ଖଣ୍ଡ ଓ ବିଜେଡି ପ୍ରାର୍ଥୀ ଙ୍କୁ 72 552 ଖଣ୍ଡ ଭୋଟ ମିଳିଛି । ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ପ୍ରାୟ 52…

ବିଜେପୁର ଉପନିର୍ବାଚନ : ଗଣତି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ 

ବରଗଡ :- ବହୁ ଚର୍ଚିତ  ବିଜେପୁର ନିର୍ବାଚନ ମଣ୍ଡଳୀ । ଗତ ଦେଢବର୍ଷ ଭିତରେ ତିନିଗୋଟି ନିର୍ବାଚନ ଦେଖି ସାରିଛନ୍ତି ବିଜେପୁର ବାସୀ । ଗତ 21 ତାରିଖ ଦିନ ମତଦାନ କରିଥିଲେ ବିଜେପୁର ଭୋଟର । ଆଉ ରାତି ପାହିଲେ  ହେବ ମତ ଗଣନା । ପଦ୍ମପୁର ଆରଏମସି   ଗୋଦାମ (ଗୋରୁବଜାର) ଠାରେ ହେବ ମତ ଗଣନା | …