ଜାମସେଦପୁର ଠାରେ ପିଏନଜି ସିଏନଜି  ପ୍ରକଳ୍ପର ଉଦ୍ଘାଟନ ଏବଂ ଏଲପିଜି ବଟଲିଂ ପ୍ଲାଂଟର ଶିଳନ୍ୟାସ

ଜାମସେଦପୁରର ଉଜ୍ଜଳା ଲାଭାର୍ଥୀଙ୍କ ଆବଶ୍ୟକତାକୁ ପୂରଣ କରିବ ଏଲପିଜି  ବଟଲିଂ ପ୍ଲାଂଟ - ଧର୍ମେନ୍ଦ୍ର ପ୍ରଧାନ ଜାମସେଦପୁର – ଝାଡଖଣ୍ଡର ଜାମସେଦପୁର ଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ପ୍ରାକୃତିକ ଗ୍ୟାସ…

ଅଚାନକ ସ୍କୁଲରେ ମନ୍ତ୍ରୀ ପଶିଲେ, ହେଡ ମାଷ୍ଟ୍ରେ -ଶିକ୍ଷକ ଫସିଲେ 

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ରାୟଗଡା(ଶାସକ ପ୍ରଶାସକ) ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ରାୟଗଡ଼ା ଜିଲ୍ଲାଗ୍ରସ୍ତ ଅବସରରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପ୍ରୋଜେକଟା ପ୍ରାଇମେରୀ ସ୍କୁଲ୍, କାକରୀଗୁମ୍ମା ଉଚ୍ଚ ବିଦ୍ୟାଳୟ,…

ତୁର୍ଲାରେ ହତ୍ୟାକାଣ୍ତ ,ସନ୍ଦେହରେ ୩ ଅଟକ

ଝାରବନ୍ଧ _ ପଦ୍ମପୁର ଉପ ଖଣ୍ତ ଝାରବନ୍ଧ ଥାନା ତୁର୍ଲା ଗ୍ରାମରେ ବିଳମ୍ବିତ ରାତ୍ର ରେ ଏକ ହତ୍ୟାକାଣ୍ତ ହୋଇଥିବା ଘଟଣା ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।ଘଟଣା କ୍ରମରୁ ଜଣାଯାଏ ଯେ,ଉକ୍ତ ଗାଁର ଲକ୍ଷ୍ମିକାନ୍ତ କଲେତ ଓ ସାଂଗ ମାନେ ଦାଦନ ଯିବା ପାଇଁ ପ୍ରସ୍ତୁତି କରିବା ସହ ଭୋଜି ଭାତର…

ମନ୍ତ୍ରୀଙ୍କ ନୟାଗଡ଼ ଜିଲ୍ଲାମତ୍ସ୍ୟ ବିଭାଗ ସମୀକ୍ଷା : ୩୨ ଜଣ ମତ୍ସ୍ୟଜିବୀଙ୍କୁ ଜାଲ ବଂଟନ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): କୃଷି କୃଷକ ସଶକ୍ତି କରଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିଜ ନିର୍ବାଚନ ମଣ୍ଡଳି ନୟାଗଡ ଗସ୍ତ ସମୟରେ ଓଡଗାଁ ଠାରେ ମତ୍ସ୍ୟ ବିଭାଗର ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ବିଡିଓ ସ୍ୱାତିଲେଖା ଦାସ, ମତ୍ସ୍ୟ ବିଭାଗ ଉପ…

୬୦ ରୁ ଉର୍ଦ୍ଧ ବିଜେପି ସମର୍ଥକ ବିଜେଡିରେ ମିଶିଲେ 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) :   ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ପଂଚାୟତ ଭଗବତି ପ୍ରସାଦଗାଁ ଗୋଲାସାହିର ପ୍ରାୟ ୬୦ରୁ ଉର୍ଦ୍ଧ ବିଜେପି ପରିବାର ଆଜି ବିଜେଡି ଦଳରେ ଯୋଗ ଦେଇଛନ୍ତି । ବିଜେଡି ଦଳ ତଥା ନୟାଗଡ ବିଧାୟକ ଡ. ଅରୁଣ କୁମାର ସାକୁଙ୍କ କାର୍ଯ୍ୟଶୈଳିରେ ଆକର୍ଷିତ ହୋଇ…

ରାଷ୍ଟ୍ରୀୟ ଏକତା ଦିବସ ପାଳିତ 

 ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଲୈାହମାନବ ସର୍ଦ୍ଧାର ପଟେଲଙ୍କ ଜନ୍ମ ଜୟନ୍ତୀରେ ଆଜି କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ବିଜୟାନନ୍ଦ ଶତପଥୀ, କୃଷ୍ଣଚନ୍ଦ୍ର ସାହୁ,…

ଜନସମ୍ପର୍କରେ ବିଷ୍ଣୁ 

 ରଘୁନାଥପୁର ବ୍ଲକ ଅଂଚଳରେ ବିଷ୍ଣୁଙ୍କ ଜନ ସମ୍ପର୍କ ପଦଯାତ୍ରା  ଜଗତସିଂହପୁର:(ରମେଶ ମହାନ୍ତି):-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରାର ଅନ୍ତିମ ଦିବସରେ ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦ୍ୱାରା ରଘୁନାଥପୁର ବ୍ଲକ୍…

ଜଗତସିଂହପୁର ନବକୃଷ୍ଣ ଚୌଧୂରୀ ଷ୍ଟାଡିୟମର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ଦେଲେ ୬୪ ଲକ୍ଷ

ଜଗତସିଂହପୁର:(ରମେଶ ମହାନ୍ତି):-ଜଗତସିଂହପୁର ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମର ମରାମତି, ପୁନରୁଦ୍ଧାର ଓ ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ୬୪,୦୪,୯୩୨ଟଙ୍କା ଅନୁମୋଦନ ଲାଭ କରିଛି।ନୂତନ ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦାନ…

ଗଜପତି ପୋଲିସର ଆଉ ଏକ ନିଆରା ପଦକ୍ଷେପ “ମିଶନ ସୁରକ୍ଷା” : ଆତ୍ମବିଶ୍ବାସ ବଢିଲେ ହିଁ ଆତ୍ମସୁରକ୍ଷା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଓ ଯୁବତୀ ମାନଙ୍କୁ ଦକ୍ଷତାର ସହ ଆତ୍ମ ରକ୍ଷା ଦିଗରେ  ସଶକ୍ତ କରାଇବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ  ଆରମ୍ଭ ହୋଇଛି "ମିଶନ ସୁରକ୍ଷା" ।    ଏହି ଅବସରରେ ବୁଧବାର ଦିନ ପାରଳାଖେମୁଣ୍ଡି ସ୍ଥିତ…

ବଡକଷିବାହାଳରେ ନାଗ ଚତୁର୍ଥୀ ପୂଜା

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ପଞ୍ଚାୟତ ବଡକଷିବାହାଳ ରେ ବହୁତ ଧୁମ୍ ଧାମ୍ ରେ ନାଗ ଚତୁର୍ଥୀ ପୂଜା ପାଳିତ ହୋଇଯାଇଛି I ଏହି ପୂଜାଟି ଏହି ଗ୍ରାମରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗ୍ରାମବାସୀ ମିଶି…