ମୃତ ନବଜାତ ଶିଶୁ କନ୍ୟା ଉଦ୍ଧାର ।
(ହରଭଙ୍ଗା /ପ୍ରତାପ ମେହେର ): ବୌଦ୍ଧ ଜିଲ୍ଲା ସରସରା ଗ୍ରାମ ର ଖେଳପଡିଆ କେନାଲ ରେ ଏକ ନବଜାତ ମୃତ ଶିଶୁ କନ୍ୟା କୁ ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିନ୍ଦା ଏହା ଦେଖିବା ପରେ ଲୋକଙ୍କ ଭିଡ ଜମିଥିଲା । ପୋଲିସ କୁ ଖବର ଦେବା ପରେ ବୌଦ୍ଧ ପୋଲିସ୍ ଦ୍ଵାରା ମୃତ ଶିଶୁ କନ୍ୟା କୁ…