୧୪ ଦଫା ଦାବି ନେଇ ଜିଲ୍ଲା ଅଙ୍ଗନବାଡି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କରସ ଆସୋସିଏସନ୍ ,  ସଂଲଗ୍ନ  ଭାରତୀୟ ମଜଦୁର ସଂଘ , ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ…

 ସ୍ତ୍ରୀ ଓ ପୁଅଙ୍କ ନିରାପତ୍ତା ପାଇଁ ମୃତ୍ୟୁର ସୁପାରୀ ଦେଇଥିଲେ ମହାଦେବ

ମହାଦେବଙ୍କ ପ୍ରବାସର ଫାଇଦା ନେଇ ପତ୍ନୀଙ୍କ ଉପରେ ଦୀପା ପକାଇଥିଲେ ନଜର   ହତ୍ୟା ପାଇଁ ୩ଲକ୍ଷ ସୁପାରୀ ,ମଦ ପିଆଇ ହାଣି ପୋଖରୀକୁ ଫିଙ୍ଗିଦେଲେ ଜଗତସିଂହପୁର:(ରମେଶ ମହାନ୍ତି):-  ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଦୀପା ହତ୍ୟାକାଣ୍ଡର ଗୁମର ଫିଟିବା ସହ ମୁଖ୍ୟ ଅଭିଯୁକ୍ତ ମହାଦେବ କାଣ୍ଡି…

ଷ୍ଟେଟ ବ୍ୟାଙ୍କର ଇଏ କି ଗ୍ରାହକ ସେବା !!!!

ଲୋକଙ୍କୁ ଘଣାଉଛି, ନିରାଶ ହୋଇ ଫେରୁଛନ୍ତି ବାରମ୍ବାର ପଦ୍ମପୁର- ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଉପରେ ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରନ୍ତି ।ମୁଖ୍ୟତଃ ଗ୍ରାମାଞ୍ଚଳର ଲୋକମାନେ ତାଙ୍କ ଜମା ଖାତା(ପାସବୁକ) ମାଧ୍ୟମରେ ହିଁ…

ବିଜେଡିରେ ଯୋଗଦେଲେ ଭି. ରବିନାରାୟଣ ରାଜୁଙ୍କ ସହ ୫୦୦ରୁ ଉର୍ଧ୍ଵ  କଂଗ୍ରେସ କର୍ମୀ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଦିଗପହଣ୍ଡି ଏନ୍ଏସିର ଦୁଇ ଦୁଇଥର ଅଧ୍ୟକ୍ଷ ହୋଇଥିବା କଂଗ୍ରେସର ଭି. ରବିନାରାୟଣ ରାଜୁ ଏବଂ ୫୦୦ରୁ ଊଦ୍ଧ୍ୱର୍…

ସମନ୍ୱୟ ଭିତ୍ତିରେ ଧାର୍ଯ୍ୟ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ କର : ଶ୍ରୀ ପତ୍ରୀ 

ଉଠା ଜଳ ସେଚନ ଅଧ୍ୟକ୍ଷ ଅମରେଶ ପତ୍ରୀ ଧର୍ମଶାଳା ଓ ରସୁଲପୁର ବ୍ଲକର ଉଠା ଜଳସେଚନ ପ୍ରକଳ୍ପ  କାର୍ଯ୍ୟର କଲେ  ସମୀକ୍ଷା ଭୁବନେଶ୍ୱର(ଶାସକ ପ୍ରଶାସକ): ଯାଜପୁର ଜିଲ୍ଲା ଧର୍ମଶାଳା ଓ ରସୁଲପୁର ବ୍ଲକର  ବିଭାଗୀୟ ଉଠା ଜଳସେଚନ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ  ରାଜ୍ୟ ଉଠା ଜଳ ସେଚନ ନିଗମ …

ସବୁ ରାତି ନୁହେଁ ଚାନ୍ଦିନୀ ରାତି : ରହିଲାନି ଖାକି ବର୍ଦ୍ଦିର ତାତି 

ଏସପିଙ୍କ ନିର୍ଦ୍ଦେଶରେ ଶେଷରେ ଗିରଫ ହେଲେ ନିଲମ୍ବିତ ପୁଲିସ ଏଏସଆଇ  ବାରିପଦା(ଅରବିନ୍ଦ ଦାସ)- ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ କୁମାର ବେହେରା ନିଶାଶକ୍ତ ଅବସ୍ଥାରେ କାର ଚଳାଇ ଆସୁଥିବା ସମୟରେ ଉଦଳା ବଜାରରେ ଦୁର୍ଘଟଣା ଘଟାଇ ୨ ଜଣଙ୍କୁ ଆହତ କରିବା ଘଟଣାରେ…

ଶାସକ ପ୍ରଶାସକ ପ୍ରଭାବ : ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲେ ଉପଜିଲ୍ଲାପାଳ

ତତ୍କାଳ ଘଟଣାସ୍ଥଳକୁ ନିଜେ ଯାଇ ଜବତ କଲେ 8 ଚୋରା ବାଲି ବୋଝେଇ ଗାଡି ଗୁଣୁପୁର(ଗୁଣୁପୁର ରୁ ମାଧବ ବିଡିକା) : ଆମେ ଶାସକ ପ୍ରଶାସକରେ ବଂଶଧାରରୁ ବାଲି ଆନ୍ଧ୍ର ଚୋରା ଚାଲାଣ ହେଉଛି ବୋଲି ଆଜି ସକାଳେ ଖବର ପ୍ରକାଶ କରିଥିଲୁ । ବଂଶଧାରା ନଦୀ ରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଘଟଣା…

ଅଭିଯୁକ୍ତ ବିଜେଡି ନେତା ଋୂପେଶ ଏବଂ ପ୍ରମୋଦଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଜଣାଇଲା ମହିଳାମୋର୍ଚ୍ଚା 

ସ୍ମିତାରାଣୀକୁ ନ୍ୟାୟ ଦେବା ପାଇଁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ମହିଳାମୋର୍ଚ୍ଚା ଭୁବନେଶ୍ୱର,(SPB): ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୨୦ ଦିନ ବିତିଲାଣି । ସ୍ମିତାରାଣୀ ସହ ଦୁର୍ଷ୍କମ କରାଯାଇ ତାଙ୍କୁ ହତ୍ୟା କରାଯାଇଛି । ବିଜେପି…

 ମନୋମାଲିନ୍ୟ ସବୁକୁ ଭୁଲି ଅଂଚଳର ଉନ୍ନତିରେ ସାମିଲ ହେବା ପାଇଁ ଆହ୍ୱାନ ଦେଲେ ସୁଶାନ୍ତ 

 ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅଧିନସ୍ଥ କେଲେଣ୍ଡା ଗ୍ରାମରେ ସାଲେପାଲି ଗ୍ରାମ ପଂଚାୟତର ଅଂଚଳବାସୀ ରାଜ୍ୟ ସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ଯୁବ ନେତା ସୁଶାନ୍ତ ସିଂଙ୍କୁ ଭବ୍ୟ…

ଏମିତି ଚାଲିଛି ମୋ ସରକାର, ଯୋଉଠି ପ୍ରଶାସନ ଶୁଣୁନି ଲୋକଙ୍କ ଗୁହାର {see video}

 ସରକାର ଶୁଣିଲେନି ବୋଲି ,ରାସ୍ତା ମରାମତି କଲେ ମହିଳା ସଙ୍ଘ.. .  (ଆଠମଲ୍ଲିକ /ସନ୍ତୋଷ ମେହେର ) :-କେତେ ଗୁହାରି କରିବେ ସରକାରଙ୍କୁ  ବହୁବାର ନିବେଦନ ପରେ କିଛି ସୁଫଳ ମିଳୁନାହିଁ I ଶେଷରେ ସରକାରଙ୍କ ଉପରୁ ମଧ୍ୟ ବିଶ୍ୱାସ ତୁଟି ଯାଉଛି I ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତର…