ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧା ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ପତ୍ର

  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ  କେନ୍ଦ୍ର ସରକାରଙ୍କ ଉଡାନ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି  ପୂର୍ବରୁ ସ୍ପାଇଶଜେଟ୍ ତରଫରୁ ଝାରସୁଗୁଡାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ…

ମତ୍ତ ଗଜର ଉତ୍ପାତ : ଉଜାଡୁଛି ଫସଲ, ଲୋକେ ଭୀତତ୍ରସ୍ତ 

ନିଷ୍ଠୁର ଭାବେ ଦଳି ଚାଲିଛି ଫସଲ ଓ ମଣିଷ   ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଘେଁଷ ରେଞ୍ଜ ଅଧିନସ୍ଥ ଘନାମାଲ ଓ ସାରଙ୍ଗପୁର ଅଞ୍ଚଳରେ ଜଙ୍ଗଳୀ ହାତୀଙ୍କ ଦୌରାତ୍ମ୍ୟ । ଆଜି ସକାଳ ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ହାତୀ କୁ ନିକଟ ରେ ଦେଖି ପୋଖରୀ କୁ ଡେଇଁ ପଡି ଘନାମାଲ ଗ୍ରାମର…

ମହିଳାଙ୍କ ସୁରକ୍ଷା ନେଇ ଗର୍ଜ୍ଜିଲା ମହିଳା ବିଜେପି 

ଗଜପତି ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ବିକ୍ଷୋଭ ଓ ପ୍ରତିବାଦ ସଭା ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି  ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଭାଜପା ମହିଳା…

ଜାପାନିଜ୍ ଏନ୍ ସେଫା ଲାଇଟସ୍ ଟୀକାକରଣ ଅଭିଜାନ 

ଜିଲ୍ଲାରେ ଜାପାନିଜ୍ ଏନ୍ସେଫାଲାଇଟ୍ସ୍ ଟୀକାକରଣ ଅଭିଯାନ ୧୦ ନଭେମ୍ବର ଠାରୁ ୧୦ ଡିସେମ୍ବର  ପର୍ଯ୍ୟନ୍ତ ଜଗତସିଂହପୁର-ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟର ନୂତନ ଓ.ପି.ଡି ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଜାପାନିଜ୍ ଏନ୍ସେଫାଲାଇଟ୍ସ ଟୀକାକରଣ ଅଭିଜାନ ସଂପର୍କରେ ଏକ  ସମ୍ବାଦଦାତା ସମ୍ମିଳନୀ ଆୟୋଜିତ…

ପଂଚାୟତ ସମିତି ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଗାଇସିଲେଟ / କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ସ୍ଥାନୀୟ ପଞ୍ଚାୟତ ସମିତି  ମହାବିଦ୍ୟାଳୟ,  ଗାଇସିଲେଟ ଠାରେ "ଜାତୀୟ ସେବା ଯୋଜନା" ସମ୍ବଲପୁର ବିଶ୍ଵବିଦ୍ୟାଳୟ  ଏବଂ ୟୁଥ ରେଡକ୍ରସର ଆୟୋଜନରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ରକ୍ତ ଦାନ ଶିବିରର…

ବଢିଚାଲିଛି ହାତୀ ଉତ୍ପାତ :  ଚିନ୍ତାରେ ଚାଷୀ, ବନ ବିଭାଗ ନିଶ୍ଚିନ୍ତ 

ମେଲଛାମୁଣ୍ଡା,(manoj bhoi)- ବରଗଡ ଜିଲ୍ଳା ଘେଁସ ରେଂଜ ଅର୍ନ୍ତଗତ ମେଲଛାମୁଣ୍ଡା ଏବଂ ଦିପ୍ତିପୁର ସେକସନର ଟାଳ, ଦୁବୁଲାବହାଲ, ଜ୍ଞାନ, ଖଲିଆମୁଣ୍ଡା, ଧଉରାମୁଣ୍ଡା ଆଦି ଗ୍ରାମର ଚାଷୀମାନଙ୍କ ପାଚିଲା ଫସଲ ସବୁକୁ ଏକ ହାତୀ ପଲ ନଷ୍ଟ କରି ଚାଷୀ ମାନଙ୍କର ପ୍ରଭୁତ କ୍ଷତି ପହଂଚାଇଛନ୍ତି । ହାତୀ…

ଏଠି ୫ ଟିର ପ୍ରଭାବ ପଡୁନି : ଦେଓଗାଁ ତହସିଲରୁ ନିରାଶ ହୋଇ ଫେରୁଛନ୍ତି ଲୋକ

 ବଲାଙ୍ଗୀର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ରାଜ୍ୟ ସରକାରଙ୍କ ୫ T କୁ ନେଇ ବାହା ବାହା ନଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ତହସିଲ କାର୍ଯ୍ୟାଳୟରେ ତାହା ର ବିପରୀତ ଦିଗରେ ଗତି ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହୋଇଛି | ବର୍ତ୍ତମାନ ବିଭିନ୍ନ ସରକାରୀ ଯୋଜନା…

ସ୍ୱତନ୍ତ୍ର ଶିଶୁ କିଶୋର ପୁଲିସ ୟୁନିଟର ଅଧିକାରୀମାନଙ୍କୁ ନେଇ  କର୍ମଶାଳା

ବାରିପଦା()- ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ସଦଭାବନା ସଭା ଗୃହରେ ଜିଲ୍ଲାର ୩୦ଟି ଥାନାରେ ଥିବା ସ୍ୱତନ୍ତ୍ର ଶିଶୁ କିଶୋର ପୁଲିସ ୟୁନିଟର ଅଧିକାରୀମାନଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ  ହୋଇଥିଲା ।  ଏହି ପରିପ୍ରେକ୍ଷୀରେ ଅୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ…

ମିଥ୍ୟା ସତ୍ୟପାଠ ଦାଖଲ ମାମଲା ଅଭିଯୁକ୍ତ କୁଳିଅଣା ବ୍ଲକ ଚେୟାରମ୍ୟାନଙ୍କୁ ଜେଲ ଓ ଜୋରିମାନା

ବାରିପଦା()- ବାରିପଦା ଏସଡ଼ିଜେଏମ୍ ସୁମିତା ଆଚାର୍ଯ୍ୟ ଆଜି ଏକ ମିଥ୍ୟା ସତ୍ୟପାଠ ଦାଖଲ ମାମଲାର ବିଚାର କରି ଅଭିଯୁକ୍ତ କୁଳିଅଣା ବ୍ଲକର ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ବାଏକ(୩୬)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସଂଗେସଂଗେ ୨ ମାସ କାରାଦଣ୍ଡ ସହ ୫ ହଜାର ୫ ଶହ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ…

ମୁଖ୍ୟମନ୍ତ୍ରୀ କଲେ ଘୋଷଣା : କଟକ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେବ ଏମ୍ସ ପ୍ଲସ ପ୍ରତିଷ୍ଠାନ , ଖର୍ଚ ହେବ…

ଭୁୁବନେଶ୍ୱର: “ ଦୁଇ ଶହ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏସସିବି ମେଡିକାଲ କଲେଜ ଦୀର୍ଘ ଦିନ ଧରି ଓଡିଶା ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସିଛି | ଏଠାରୁ ଏମିତି ଅନେକ ଡାକ୍ତର ବାହାରିଛନ୍ତି, ଯେଉଁମାନେ କେବଳ ଓଡିଶା ନୁହେ, ସମଗ୍ର ଦେଶକୁ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି | ସେମାନେ…