ନୂଆପଡ଼ା : ଆହାର ଖାଇଲେ, ଯୋଜନାର ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ
ନୂଆପଡ଼ା(ଅମିତ ପୁରୋହିତ): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଆଜି ଦିନିକିଆ ଗ୍ରସ୍ତରରେ ନୂଆପଡ଼ା ଜିଲ୍ଲାକୁ ଆସିଥିଲେ । ଖଡ଼ିଆଳ, କୋମନା ଓ ନୂଆପଡ଼ା ବ୍ଲକର ଅଙ୍ଗନ ୱାଡି କେନ୍ଦ୍ର, ସ୍ୱଧାରଗୃହ ସହ ସ୍ୱଂୟ ସହାୟକ ମହିଳା ସଂଗଠନର କାମ ପରିଦର୍ଶନ କରିଥିଲେ ।…