ଜିଲ୍ଲାପାଳ ଉପହାର ଦେବେ ଦୁଇଟି ଏଲଇଡ଼ି ଟିଭି 

ଅଚାନକ ଦିପହରେ ଆଶ୍ରମରେ ପହଁଚିଲେ ଜିଲ୍ଲାପାଳ  ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତି ତାଲପାଲି ପଞ୍ଚାୟତର ଜନକେଡା ଗ୍ରାମଠାରେ ଥିବା ଗୋପବନ୍ଧୁ ସେବା ସଦନ ଅନାଥ ତଥା ମୁକବଧିର  ଆଶ୍ରମରେ ଜିଲ୍ଲାପାଳ  ଜ୍ୟୋତି ରଂଜନ ପଧାନ ହଠାତ ଅପରାହ୍ନ ଗୋଟାଏ ସମୟରେ…

ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଜନସାଧାରଣଙ୍କୁ ସଫଳତାର ଶ୍ରେୟ ଦେଲେ ପ୍ରତାପ 

  ନୂଆଦିଲ୍ଲୀ : "ଏହି ପୁରସ୍କାରର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେବି | କାରଣ ସେ ଯଦି ମୋତେ ମନ୍ତ୍ରୀ ନକରିଥାନ୍ତେ ତେବେ ମୋତେ ଏ ପୁରସ୍କାର ମିଳିବା ସମ୍ଭବ ହୋଇନଥାନ୍ତା | ତା ସହିତ କଟକ ଜିଲ୍ଲା ଓ ଓଡ଼ିଶାର ଜଣ ସାଧାରଣଙ୍କୁ କୃତଜ୍ଞତା ଜଣାଉଛି | ସେମାନଙ୍କ ସାହାଯ୍ୟ ସହଯୋଗ ଓ…

 ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମକୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ସ୍ଥଗିତ ରଖିଲା କଂଗ୍ରେସ 

ଭୁବନେଶ୍ୱର(ଶାସକ ପ୍ରଶାସକ) – ମାନ୍ୟବର ସୁପ୍ରିମ  କୋର୍ଟଙ୍କ ଅଯୋଧ୍ୟା ରାୟ ପ୍ରକାଶ ପରିପ୍ରେକ୍ଷୀରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ‘ଅର୍ଥନୈତିକ ଅବକ୍ଷୟ’ ସଂପର୍କରେ ନଭେମ୍ବର ୧୦ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମକୁ ଉଭୟ…

ମନ୍ତ୍ରୀ ପ୍ରତାପ ଜେନା ହାସଲ କଲେ ଫେମ୍‍ ଇଣ୍ଡିଆ ପକ୍ଷରୁ ମର୍ଯ୍ୟାଦାଜନକ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର,:ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ଚଳିତବର୍ଷର ଫେମ୍‍ ଇଣ୍ଡିଆ ପକ୍ଷରୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ହାସଲ କରିଛନ୍ତି ।  ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ…

 ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ନିରଞ୍ଜନ 

ଭୁବନେଶ୍ୱର(ଭୁବନେଶ୍ୱର) – ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ଅଯୋଧ୍ୟା ରାୟକୁ କଂଗ୍ରେସ ଦଳ ସ୍ୱାଗତ କରୁଅଛି । ପ୍ରଭୁ ଶ୍ରୀରାମ ହେଉଛନ୍ତି ଶୌର୍ଯ୍ୟ, ଶାନ୍ତି, ମୈତ୍ରୀ, ତ୍ୟାଗ, ଧୈର୍ଯ୍ୟ ଓ ସାମାଜିକ ସଦ୍ଭାବନାର ପ୍ରତୀକ । ତେଣୁ ଆମ୍ଭେ ସମସ୍ତେ ମାନ୍ୟବର ସର୍ବୋଚ୍ଚ…

ହାତୀ ଥରାଉଛି ଛାତି, ଧାରଣାରେ ପଂଚାୟତବାସୀ

ସରପଂଚ -ଇଓ ନଆସିବାରୁ ଅଫିସରେ ପକାଇଲେ ତାଲା  ଜାମସେଠ:/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ ଜିଲ୍ଲା ପାଇକମାଲ ବ୍ଲକର ବରତୁଣ୍ଡା ପଞ୍ଚାୟତ ରେ ଲୋକେ ଏବେ ବିଭିନ୍ନ ସମସ୍ୟା ନେଇ ଆଜି ସକାଲ ୮ଟା ରୁ ପଞ୍ଚାୟତ ଅଫିସ ଆଗରେ ଧାରଣାରେ ବସିଥିଲେ। ଖବର ପାଇଥିଲେ ସୁଦ୍ଧା ସରପଞ୍ଚ ବା କାର୍ଯ୍ୟ…

ରାୟ ବାହାରିଲା : ବିବାଦୀୟ ଜମିରେ ବିରାଯିବେ ରାମ ଲାଲା

New Delhi :  ଅଯୋଧ୍ୟାର  ବିବାଦିତ ଜମି ରାମଲାଲାଙ୍କର | ତେଣୁ ମନ୍ଦିର ସେଠାରେ ବନାଇବା ଓ ମସଜିଦ ପାଇଁ ଅଲଗା ଜମି ଦେବା ସପକ୍ଷରେ ରାୟ ଦେଲେ ସୁପ୍ରିମ କୋର୍ଟ | , ବୋର୍ଡ ଅଫ୍‌ ଟ୍ରଷ୍ଟିଙ୍କୁ କେନ୍ଦ୍ର ସରକାର ବିବାଦୀୟ ସ୍ଥାନ ହସ୍ତାନ୍ତର କରିବେ ଏବଂ ଅଯୋଧ୍ୟା ଠାରେ ସୁନ୍ନି ଓ୍ଵାକଫ୍‌…

ହୁଇପ ଜାରି କଲେ କଂଗ୍ରେସ ହାଇକମାଣ୍ଡ : ଆଗୁଆ ଅଗଲ ବଗଲ ମନ୍ତବ୍ୟ ଦେବନି

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ପାର୍ଟି ଲାଇନ କୁ ଛାଡି କୌଣସି ନେତା କିଛି ବୟାନବାଜୀ କରିପାରିବେ ନାହିଁ ବୋଲି  ଦଳ ହାଇକମାଣ୍ଡଙ୍କ ନିର୍ଦେଶ ଦେଇଛନ୍ତି । ଏ ମର୍ମରେ ଏକ ଲିଖିତ ନିର୍ଦ୍ଦେଶ ଜାରି କରି ହାଇକମାଣ୍ଡ କହିଛନ୍ତି ଯେ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦଳ ତାକୁ ତର୍ଜ୍ଜମା କରି…

ବିଶ୍ୱକର୍ମା ଜୁଏଲାରୀ ଦୋକାନରୁ ପ୍ରାୟ  ୮୫ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ

ବାରିପଦା(ଶାସକ ପ୍ରଶାସକ)- ବୈଶିଙ୍ଗା ଥାନାଠାରୁ ଅଳ୍ପ ଦୂରେ ଥିବା ବିଶ୍ୱକର୍ମା ଗହଣା ଦୋକାନରୁ ୬ ଜଣ ଯୁବକ ୨ଟି ବାଇକରେ ଆସି ଦୋକାନରୁ ପ୍ରାୟ ୮୫ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା, ରୁପା ଗହଣା ଓ ଟଙ୍କା ଲୁଟି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଜନସାଧାରଣ ଓ ଦୋକାନର ମାଲିକ ସେମାନଙ୍କୁ…

‘ବାତ୍ୟା ପୂର୍ବ ଓ ପରବର୍ତୀ ସ୍ଥିତିରେ ଜିଲ୍ଲା ପ୍ରଶାସନ ସହଯୋଗରେ ଲୋକଙ୍କ ସହାୟତା କର’

୧୫ଟି ଜିଲ୍ଲାର ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷଙ୍କ ଆହ୍ୱାନ ଭୁବନେଶ୍ୱର: ଘୂର୍ଣ୍ଣି ବାତ୍ୟା “ବୁଲ୍ ବୁଲ୍” ଓଡ଼ିଶା ଉପକୂଳ ଦେଇ ଗତି କରିବାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ୧୫ଟି ଜିଲ୍ଲା ପ୍ରଶାସନକୁ ସତର୍କ…