ପଦ୍ମପୁରରେ ମହମ୍ମଦ ଜୟନ୍ତୀ ପାଳିତ  ।

ପଦ୍ମପୁର- ବରବଡ ଜିଲ୍ଲା ପଦ୍ମପୁର ସହରରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଉସôବ ଇଦ ମିଲାଦ ଉନ ନବି ମହାସମାରୋହରେ ପାଳିତ ହୋଇଯାଇଛି  । ଏହି ଅବସରରେ ପଦ୍ମପୁର ସୁନ୍ନି ସମାଜ ତରଫରୁ ସକାଳୁ ଏକ ରା୍ୟାଲି ବାହାରି ସହର ପରିକ୍ରମା କରିଥିଲା ଏବଂ  ପରେ ସ୍ଥାନୀୟ ମସଜିଦ ପରିସରରେ ଆୟୋଜିତ…

ନୂଆଦିଲ୍ଲୀରେ ଓଡ଼ିଆ ମହାମଞ୍ଚ ପକ୍ଷରୁ ଶ୍ରେଷ୍ଠ ମନ୍ତ୍ରୀ ପ୍ରତାପଙ୍କୁ  ଭବ୍ୟ ସମ୍ବର୍ଧନା

 ନୂଆଦିଲ୍ଲୀ (ଏସପିବି )ପଞ୍ଚାୟତରାଜ ଓ ପାନୀୟଜଳ,ଆଇନ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିଛି ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର। ଫେମ୍ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟସମାରୋହରେ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରୀ ମହେନ୍ଦ୍ର ନାଥ…

ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ  ପ୍ରଶିକ୍ଷଣ ଓ ଆଲୋଚନା  କାର୍ଯ୍ୟକ୍ରମ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ଜିଲ୍ଲାରେ ଥିବା ଛତୁଆ ପ୍ରସ୍ତୁତକାରୀଙ୍କ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ସଚେତନତା ପ୍ରଶିକ୍ଷଣ ଓ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।     ଏହି…

ପାରଳା ଆଦର୍ଶ ଥାନାର ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁ ରାଜ୍ୟ ସ୍ତରରେ ସମ୍ମାନୀତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଆଦର୍ଶ ଥାନାର ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁ ଉତ୍ତମ ପୋଲିସ ତଦନ୍ତ ଅଧିକାରୀ ଭାବେ ରାଜ୍ୟ ସ୍ତରରେ ପୁରସ୍କୃତ ହେବା ସହ ସମ୍ମାନିତ ହୋଇଛନ୍ତି ।       ଥାନାଧିକାରୀ ବିବେକା ନନ୍ଦ…

ପୁରାତନ ଛାତ୍ର ସଂସଦର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି  / ବାଳକୃଷ୍ଣ ପାଣିଗ୍ରାହୀ :   ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଏକ ଜରୁରୀ ବୈଠକ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।       ଏହି ବୈଠକରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ…

ୱାର୍ଲଡ଼ ଓମେନ ଇକୋନୋମିକ ଫୋରମରେ ଭାରତକୁ ପ୍ରତିନିଧିତ୍ୱ କଲେ ଓଡ଼ିଶାର ରୋଜାଲୀନ

ଲଣ୍ଡନ : ଲଣ୍ଡନର ହଲିଡେ ଇନ କେନ୍ସିଙ୍ଗଟନ ହୋଟେଲରେ ଆରମ୍ଭ ହୋଇଛି ୱାର୍ଲଡ଼ ଓମେନ ଇକୋନୋମିକ ଫୋରମର ଆନ୍ତର୍ଜାତୀୟ ସମ୍ମିଳନୀ । ଗତ 8 ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ବିଶ୍ୱ ସମ୍ମିଳନୀରେ ସାରା ବିଶ୍ୱରୁ 45ଜଣ ବକ୍ତା ଓ ପ୍ରତିନିଧି ସ୍ଥାନ ପାଇଥିବା ବେଳେ ଭାରତରୁ…

 ଇସ୍ପାତ୍ ଉତ୍ପାଦନ  ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା- ଧର୍ମେନ୍ଦ୍ର ପ୍ରଧାନ

ଆନ୍ଧ୍ରପ୍ରଦେଶ ଗସ୍ତର ଦ୍ୱିତୀୟ ଦିନରେ ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ  ଆନ୍ଧ୍ର, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଛତିଶଗଡକୁ ଆର୍ଥିକ କ୍ଷେତ୍ର ବନାଇବା ପାଇଁ ଆମେ କାର୍ଯ୍ୟରତ  ୨ ଲକ୍ଷ କୋଟି ବ୍ୟୟରେ ଆନ୍ଧ୍ରରେ ବିକାଶମୂଳକ ପ୍ରକଳ୍ପ ତିଆରି କରାଯିବ…

ଶ୍ୟାମସୁନ୍ଦର ପୁର ରେ ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଠିତ

(ହରଭଙ୍ଗା/ପ୍ରତାପ ମେହେର):.ଶ୍ରୀ ସତ୍ୟସାଇ ବାବାଙ୍କ ୯୪ ତମ ଜନ୍ମଦିବସ ଅବସରରେ ଶ୍ୟାସୁନ୍ଦରପୁର ଗୋଷ୍ଠୀ କେନ୍ଦ୍ରରେ " ପ୍ରେମ ସଂଜୀବନୀ " ସ୍ବେଚ୍ଛାସେବୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏକ ଆଧ୍ୟାତ୍ମିକ ପରିବେଶରେ ଏହି ଶିବିରରେ ମୋଟ୍ ୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।…

ପୋଲିସ ଠାବ କଲା ସେକ୍ସ ରେକେଟ :ରାଣୀ ମହୁମାଛି ସହିତ 3 ଗିରଫ ,ଜଣେ ନାବାଳିକା ସହିତ 2 ମହିଳା ଉଦ୍ଧାର

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ନିକଟସ୍ଥ ଗୁରୁକୂଳ ଆଶ୍ରମ ନିକଟରେ ଥିବା ଏକ ଘରେ ଗତ ରାତିରେ ପାଇକମାଲ ପୋଲିସ ଚଢ଼ାଉ କରି ଏକ ସେକ୍ସ ରେକେଟ ର ଖୁଲାସା କରିଛି । ହସ୍ତଗତ ହେଇଥିବା ବିବରଣୀ ଅନୁସାରେ ଗୁରୁକୂଳ ନିକଟରେ ରହୁଥିବା ଶାନ୍ତିଲତା ବନଛୋର ନାମକ ନିଜ ଘରେ ତିନିଜଣ ଯୁବତୀ ଙ୍କୁ ଆଣି…