ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ  ଦାବୀରେ ଏକଜୁଟ ଗଣମାଧ୍ୟମ ପ୍ରତିନିଧି  

ବିଧାୟକଙ୍କୁ ଭେଟି ଦାବି ରଖିବେ, ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀ-ବାଚସ୍ପତିଙ୍କୁ ଭେଟିବେ  ସିଦ୍ଧାର୍ଥ ଦାଶ/ଶାସକ ପ୍ରଶାସକ  : ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ ଉଦ୍ଧେଶ୍ୟ ନେଇ ଆଜି ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ପରିସରରେ ଓଡିଶାର ସମସ୍ତ ଖବର କାଗଜ, ପତ୍ର ପତ୍ରିକା, ସାଟେଲାଇଟ…

ବଢୁଛି ସରୋଜଙ୍କ ଦବଦବା, ଖସୁଛି ରାଜପରିବାର ପାଦ ଦଳର ମାଟି 

 ବିଜେଡି ମୁହାଁ ଜିଲ୍ଲା ବିଜେପି ତୁଙ୍ଗ ନେତୃତ୍ୱ ! ଭୁବନେଶ୍ୱର/ ପାଟଣାଗଡ : ଏଇନେ ଏକ ଭିଡିଓକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋରଦାର । ଆଉ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁକୁ ପୁଣି ଆସିଛନ୍ତି ବିଜେଡି ଜିଆଣ୍ଟ କିଲର ଯୁବ ବିଧାୟକ ସରୋଜ ମେହେର । କିଛିିଦିନ ତଳେ ଲୋକଙ୍କ ଅଭିଯୋଗ କ୍ରମେ …

ସାମ୍ବାଦିକ ଲଷ୍ମୀରଞ୍ଜନ ବାଗ ଙ୍କ ମା ନୟନ ବାଗଙ୍କ ପରଲୋକ।

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ଲଷ୍ମୀରଞ୍ଜନ ବାଗ ଙ୍କ ମା ନୟନ ବାଗ ଙ୍କ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।ବର୍ଦ୍ଧକ୍ୟ ଜନିତ ରୋଗରେ କିଛି ଦିନ ହେଲା ଆକ୍ରାନ୍ତଥିବା ବେଳେ ଗତ ଶୁକ୍ରବାର ବିଳମ୍ବିତ ରାତିରେ କଲମପୁର ବ୍ଳକ…

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ 

ସମ୍ବାଦ ପରିବେଷଣରେ ବ୍ୟାଖ୍ୟାନ ଏକ ଅପରିହାର୍ଯ୍ୟ ଦିଗ  ବଲାଙ୍ଗିର,(ନିରୋଜ ମିଶ୍ର) - ସମ୍ବାଦ ପରିବେଷଣରେ ବ୍ୟାଖ୍ୟାନ ଏକ ଅପରିହାର୍ଯ୍ୟ ଦିଗ ବୋଲି ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥିମାନେ ମତ ପୋଷଣ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ…

ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ

  ମେଲଛାମୁଣ୍ଡା/ମନୋଜ ଭୋଇ : ଶନିବାର ଦିନ ବରଗଡ ଜିଲ୍ଲା ମେଲଛାମୁଣ୍ଡା କଲେଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରକୁ ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ଉଦ୍ଘାଟନ କରି ଛାତ୍ରୀମାନଙ୍କୁ ଦିଗଦର୍ଶନ  ଦେଇଥିଲେ । ମାଷ୍ଟର ଟ୍ରେନର ସୁଶ୍ରୀ ଅର୍ପିତା…

ବାଲ୍ୟ ବିବାହକୁ ପ୍ରତିବାଦ କରିନପାରି  ଘର ଛାଡ଼ିଥିଲା ନାବାଳିକା 

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ସାକେରୀ ଗ୍ରାମରୁ ୯ମାସ ପୂର୍ବେ ବାଲ୍ୟ ବିବାହକୁ ପ୍ରତିବାଦ କରିନପାରି ନିଖୋଜ ହୋଇଥିବା  ଜଣେ ନାବାଳିକାକୁ ଓଡଗାଁ ପୋଲିସ ଆଜି ଉଦ୍ଧାର କରି କୋର୍ଟରେ ହାଜର କରିଥିଲେ । ଓଡଗାଁ ପୋଲିସ ନାବାଳିକାଟିର ବୟାନ ରେକର୍ଡ  ପରେ ତାକୁ ତା ବାପା ମାଙ୍କୁ…

ପ୍ରାଣୀ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର): ପୃଥିବୀ ପୃଷ୍ଠା ରେ ଜିବଜଗତର ପ୍ରତ୍ୟେକ ପ୍ରାଣୀ ସୁରକ୍ଷିତ ଭାବେ ବଂଚି ରହିବାର ଅଧିକାର ରହିଛି । ଜୈବ୍ୟ ବିବନ୍ଧନ ଯୋଗୁଁ ତାହା ନିୟନ୍ତ୍ରିତ  ହୋଇଥାଏ । ଖାଦ୍ୟ ଏବଂ ଖାଦକ ସନ୍ତୁଳନରେ ବାଧା ଉପୁଜିଲେ ସମସ୍ୟା ସୃଷ୍ଟିହୁଏ । ସମ୍ପ୍ରତିକ ସମୟରେ ପୃଥିବିରେ…

ଏନଏସି ମାନ୍ୟତା ଦାବି ରେ ସିନାପାଲି ବନ୍ଦ ଡାକରା

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ସହରକୁ NAC ମାନ୍ୟତା ଦାବି ପାଇଁ ଆଜି ସମ୍ପୂର୍ଣ ବନ୍ଦ ଡାକରା ଦିଆ ଯାଇଛି !ଆଜି ଆନ୍ଦୋଳନ କୁ ଜୋରଦାର ଏବଂ ସମ୍ପୂର୍ଣ ସଫଳ କରିବା ପାଇଁ ନାଗରିକ କମିଟି ଆହ୍ୱାନ ରେ ଗୁରୁବାର ସନ୍ଧ୍ୟା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି…

ହାତୀ ଆକ୍ରମଣ ରେ ଚାଷୀ ମୃତ

ଵଲାଙ୍ଗିରରୁ ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର /ଆଗଲପୁରରୁ ସୁଶିଲ କୁମାର ବିଶ୍ବାଲ  : ବଲାଙ୍ଗୀର ବନଖଣ୍ଡ ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଧଉଁରାଦାଦର ଗାଁ ରେ ହାତୀ ଆକ୍ରମଣରେ ଆଜି ଜଣେ ଚାଷୀ ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀରାମ ବିଶ୍ୱାଲ ।   ଆଠ ଦଶଦିନ ହେବ ଏ ଅଞ୍ଚଳରେ…

କଳାହାଣ୍ଡି ୱେବ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ

ଜୁନାଗଡ/ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଧର୍ମଗଡ  ସ୍ଥିତ ରୋୟାଲ ପ୍ଳେସ୍ ସଭାଗୃହଠାରେ ଶନିବାର କଳାହାଣ୍ଡି ୱେବ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ  ମହା ସମାରୋହ ରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଳକ ଅଧ୍ୟକ୍ଷ ବଲରାମ ପୁଝାରୀ…