ଚେକିଂ ବେଳେ ପୁଲିସ୍ ଅଧିକାରୀଙ୍କୁ ଧକ୍କା ଦେଲା ମୋଟରସାଇକେଲ୍ : ପୋଲିସ ବାବୁଙ୍କ ଜୀବନ ଗଲା

ବାରିପଦା,(dillip mohanty) : ଆଜି ସନ୍ଧ୍ୟାରେ ଘଟିଛି ଏକ ଅଘଟଣ । ଚେକିଂ କରୁଥିବା ପୋଲିସଙ୍କୁ ଧକ୍କା ଦେଇଛି ମଟର ସାଇକେଲ । ଆଉ ଏଇ ଧକ୍କାରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ  ହେବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ପୋଲିସ ବାବୁ ।  ଘଟଣା ଏହିପରି । ସ୍ଥାନୀୟ ତକତପୁରରେ ନିଜ ଟିମ୍…

ଯୁବତୀ ପାଇଲେ ନୂଆ ଜୀବନ

Baripada/ dillip mohanty : ଟ୍ରେନ ଚକ ତଳୁ ନୂଆ ଜୀବନ ଫେରିପାଇଲେ ଯୁବତୀ। ବାରିପଦା ଭଞ୍ଜପୁର ରେଲୱେ ଷ୍ଟେସନ ରେ ଘଟିଛି ଘଟୁଛି ଏହି ଭୟଙ୍କର ଓ ଆଶ୍ଚର୍ଯ୍ୟ କର ଘଟଣା। ଯୁବତୀ ଜଣଙ୍କ ବାରିପଦା ଭଞ୍ଜପୁର ଠାରେ ଚାଲିଥିବା ଜଗଦ୍ଧାତ୍ରି ମେଳା ବୁଲିବାପାଇଁ ତଙ୍କର କୁଛି ବନ୍ଧୁଙ୍କ ସହ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭିଏଚପି ନେତା ,ସ୍ବର୍ଗତ ଅଶୋକ ସିଂଘଲଙ୍କୁ ଭାରତରତ୍ନ ଦାବୀ

ରାଉରକେଲା/ ହୋରାଚାନ୍ଦ ଦେଉରିଆ : ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ପୁରୋଧା ତଥା ବିଶ୍ୱହିନ୍ଦୁ ପରିଷଦର ତତ୍କାଳୀନ ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବର୍ଗତ ଅଶୋକ ସିଂଘଲଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବୀ କରିଛନ୍ତି ବିଶ୍ଵହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ…

ଦନ୍ତା  ଆତଙ୍କ, ଉଜୁଡୁଛି ଖେତ ବଢୁଛି ଦକ

ଟୁସର ପଞ୍ଚାୟତର ଅନେକ ଗ୍ରାମରେ ମାତିଛନ୍ତି ହାତୀ ପଲ,ଚିନ୍ତାରେ ଧାନଚାଷୀ. (ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତର ଅନେକ ଗ୍ରାମରେ ମାତିଛନ୍ତି ହାତୀ ପଲ I ଅଞ୍ଚଳବାସୀଙ୍କ ସୂଚନା ମୁତାବକ ଦୀର୍ଘ ପାଞ୍ଚ ଦିନ ହେଲାଣି ପ୍ରାୟ ୧୭ଟି ହାତୀ ଏହି ଅଂଚଳରେ ଚାଷୀ ମାନଙ୍କର…

ସେଡିଂ ବସ୍ତିରେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ, ସ୍ୱାମୀ ଅଟକ

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ଥାନା ଅନ୍ତର୍ଗତ ସେଡିଂ ବସ୍ତିରେ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଛି। ମୃତ ମହିଳା ଜଣକ ହେଲେ ବାସନ୍ତୀ ନାଏକ (୫୦)। ମିଳିଥିବା ସୂଚନା ଅନୁଯାୟୀ ଆଜି ପ୍ରାୟ ସନ୍ଧ୍ୟା ୫ଟା ସମୟରେ କୌଣସି ସୂତ୍ରରୁ ସେଡିଂ ବସ୍ତିରେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ…

ବିଜେଡ଼ିକୁ ମୋଦିଙ୍କ ସାବାସୀ, କହିଲେ ବିଜେଡି ସର୍ବାଧିକ ଶୃଙ୍ଖଳିତ 

 ବିଜେଡି-ଏନସିପି ଠାରୁ ବହୁତ କିଛି ଶିଖିବାର ଅଛି : ପ୍ରଧାନମନ୍ତ୍ରୀ  ନୂଆଦିଲ୍ଲୀ (ସାପ୍ରବ୍ୟୁ):  ବିଜେଡ଼ିକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ସାବାସୀ | ଆଉ ବିଜେଡି ଏକ ଶୃଙ୍ଖଳିତ ଦଳ ବୋଲି ମୁକ୍ତ କଣ୍ଠରେ ସ୍ଵୀକାର କରିଛନ୍ତି  ପ୍ରଧାନମନ୍ତ୍ରୀ  ମନ୍ତ୍ରୀ ନରେନ୍ଦ୍ର ମୋଦି |  ନବୀନ…

ନରସିଂହ ମିଶ୍ର କ୍ଷମା ମାଗନ୍ତୁ : ଗୋଲକ 

ପୁଜ୍ୟ ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ପ୍ରମାଣ ମାଗିବା ପ୍ରସଙ୍ଗ ଗୋବର୍ଦ୍ଧନ ମଠ ଏବଂ ଜଗନ୍ନାଥ ସଂସ୍କୃତିର ଆସ୍ଥା କେନ୍ଦ୍ରକୁ ପ୍ରହାର କରିଛି କଂଗ୍ରେସ:ବିଜେପି  ଭୁବନେଶ୍ୱର,(ଶାସକ ପ୍ରଶାସକ): ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ…

ସପନ ଉଜାଡିଦେଲା ଚକଡା, ଔଷଧ ହେଲା ପ୍ରଭାବ ହୀନ 

ଚକଡା ପୋକ ପ୍ରହାରରେ ଧାନ ଫସଲ ନଷ୍ଟ ଋଣଭାର ହଜେଇ ଦେଇଛି ଚାଷୀ ଆଖିରୁ ନିଦ ନୂଆପଡା.(ଅମିତ ପୁରୋହିତ); ସଦର ବ୍ଲକ ଅନ୍ତର୍ଗତ ଲାଞିମାର ଗ୍ରାମରେ ଚକଡା ପୋକ ପ୍ରଭାବରେ ୩୦ ରୁ ୪୦ ଏକର ଚାଷ ଜମି ଫସଲହିନ ହୋଇପଡିଛି । ସବୁବର୍ଷ ଭଳି ଏବର୍ଷ ମଧ୍ୟ ଧାନ ଚାଷ ଭଲ ହୋଇଥିଲା ଧାନକେଣ୍ଡାକୁ ଦେଖି…

ପୁଣି ୭ ଜଣ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡା. ; ଆଜି ସକାଳେ ପାଟ୍ରୋଲିଂ  ସମୟରେ ୭ ଜଣ ଦାଦନ ଶ୍ରମିକଙ୍କୁ ନୂଆପଡା ପୋଲିସ ଉଦ୍ଧାର କରିଛି । ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅଦିତ୍ୟ ମହାକୁଡଙ୍କ ସୂଚନା ଅନୁସାରେ ପୋଲିସ ପାଟ୍ରୋଲିଂ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ଫାଟକ ସମ୍ମୁଖରେ ୭ ଜଣ ଲୋକ ବସିଥିବାର ଦେଖିଥିଲେ ।…