କେବେ ସୁଧୁରିବ ଏ ରାସ୍ତା, ବିଧାୟକ ଦୃଷ୍ଟି ଦେବାକୁ ଲୋକଙ୍କ ଦାବି
ପାଟଣାଗଡ (ସଚିନ ସାହୁ) : ପାଟଣାଗଡରୁ ଖପ୍ରାଖୋଲକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ବାଲିପଟା ବସ ଷ୍ଟାଣ୍ଡରୁ ବାଙ୍କିବାହାଲ ବସଷ୍ଟାଣ୍ଡ ପର୍ଯ୍ୟନ୍ତ 7 କିଲୋମିଟର ରାସ୍ତା ଏବେ ମରଣଯନ୍ତା ପାଲିଟିଛି । ବାଇକ୍ ପାସ କରିବାକୁ 7 କିମି ରାସ୍ତାକୁ 30ମିନିଟ୍ ଲାଗୁଛି । ରାସ୍ତାଟି ଆଜିକି 4ବର୍ଷ…