ହିଂଜିଳି ନାବାଳିକା ଦୁଷ୍କର୍ମ ଘଟଣାରେ ପୀଡିତା ପରିବାରକୁ ଭେଟି ସମବେଦନା ଜଣାଇଲା ମହିଳାମୋର୍ଚ୍ଚା
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମହିଳା ଓ ଶିଶୁକନ୍ୟା ଅସୁରକ୍ଷିତ
ଏସଆଇଟି ଗଠନ କରି ନିଦ୍ଦିଷ୍ଟ ସମୟସୀମା ଭିତରେ ଦୋଷୀକୁ ଦଣ୍ଡ ଦିଆଯାଉ
ଅଭିଯୁକ୍ତ ଏବଂ ତାକୁ ଘଂଟ ଘୋଡାଉଥିବା ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
ପୀଡିତା ପରିବାରକୁ ସୁରକ୍ଷା ଯୋଗାଇବା…