ଟିକେ ଭାବିବା ଆସନ୍ତୁ : ଏମାନେ ବୁଝିଲେଣି, ଆମେ ଏଯାଏ ବି ଅବୁଝା !!!!!
ଭୁବନେଶ୍ୱର(ଶାସକ ପ୍ରଶାସକ) ଏମାନଙ୍କଠୁ ସତରେ ଆମର ଶିଖିବାର ଅଛି | ଗାଁ ଗହଳରେ ଲୋକଙ୍କୁ ବୁଝେଇଲେ ସେମାନେ ବୁଝିଲେଣି ସାମାଜିକ ଦୂରତ୍ୱ କଣ | ହେଲେ ଆମେ ଏଠି କିଛି ତଥାକଥିତ ଶିକ୍ଷିତ ଲୋକମାନେ ସାମାଜିକ ଦୂରତ୍ୱ ଟିକେ ପାଳିବାକୁ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅବୁଝା ହୋଇ…