ଗ୍ରାମ ପୋଖରୀରୁ ଏକ ସମ୍ବର ଉଦ୍ଧାର 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜ଼ିଲ୍ଲା  ମାନେଶ୍ଵର ବ୍ଲକ ଧମା ପଂଚାୟତ ଖିଣ୍ଡା ଗ୍ରାମ ପୋଖରୀରୁ ଏକ ସମ୍ବରକୁ  ଆଜି ଉଦ୍ଧାର କରିଛନ୍ତି ଧମା ରେଞ୍ଜ ବିଭାଗର କର୍ମଚାରୀ l ସମ୍ବରଟି ନିକଟସ୍ଥ ଜଂଗଲରୁ ପଳାଇ ଆସିଥିବାବେଳେ  ସ୍ଥାନୀୟ ଖିଣ୍ଡା ଗ୍ରାମ କିଛି ଲୋକ ତାକୁ ମାରିବା…

 ଏସଓଜି ଯବାନଙ୍କ ବିୟୋଗରେ ଶୋକର ଛାୟା 

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ)-  ଏସଓଜି ଯବାନ ତଥା ବରଗଡ଼ ଜିଲ୍ଲା କଟାପାଲି ଗ୍ରାମର ଲଢୁଆ ପୁଅ  ପ୍ରକାଶ ସାହୁ ଆଜି ଟ୍ରେନିଙ୍ଗ ସେଣ୍ଟର୍ ଚନ୍ଦକା ଠାରେ ଅନ୍ୟ ଏକ ସାଥି ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ସହୀଦ ହୋଇଯାଇଛନ୍ତି । ସେ ତାଙ୍କ ପଛରେ ନିଜ ସ୍ତ୍ରୀ,୭ ବର୍ଷ ର ପୁଅ,ବୃଦ୍ଧ…

ବିଜୁ ଜନତା ଦଳ ଲୋଇସିଂଘା ତରଫରୁ ରାସନ ସାମଗ୍ରୀ ବଣ୍ଟନ

ବଲାଂଗୀର/ ନିରୋଜ ମିଶ୍ର : କୋରୋନା ମହାମାରୀ ପାଇଁ ସାରା ଭାରତ ବର୍ଷ ଲକଡାଉନ ହୋଇଥିବା ବେଳେ ଗତ କିଛି ଦିନ ତଳେ ବିଜୁ ଜନତା ଦଳ ଲୋଇସିଂଘା ତରଫରୁ ନିହାର ରଞ୍ଜନ ବେହେରା ଙ୍କ ନିର୍ଦେଶ କ୍ରମେ ଏକ ଭଲେଣ୍ଟିଅର  ଟିମ ଗଠନ କରା ଯାଇଥିଲା ଆମ ଟିମ ମେମ୍ବର ବିକ୍ରମ ନନ୍ଦ ଙ୍କ ସହିତ ଯୋଗଯୋଗ…

ତାଲାବନ୍ଦ ସମୟରେ ଡାକ୍ତରୀ ସେବା ଘରେ ପାଇବା ପାଇଁ କାଲିଠାରୁ ଟେଲିମେଡିସିନ ବ୍ୟବସ୍ଥା : ଡ଼ କ୍ରିଷନ କୁମାର  

http://www.youtube.com/watch?v=3lcEyBtFBOg ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ତଥା ଆତଙ୍କିତ ହୋଇପଡିଥିବା ବେଳେ  ପୁରା ବିଶ୍ୱକୁ କରୋନା ଚିନ୍ତାରେ ପକାଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ଓଡ଼ିଶା ସରକାର ରାଜ୍ୟ…

୯ ତାରିଖ ସକାଳ ୭ଟାରୁ ବାହାରକୁ ବାହାରିଲେ ମୁହଁ-ନାକ  ଆବୃତ କରିବାକୁ  ବାଧ୍ୟ

ତବଲିଗି ଜମାତରୁ  ଓଡ଼ିଶା ଫେରିଥିବା ୭୦ଜଣ କଲେଣି ପଞ୍ଜିକରଣ  ବର୍ତ୍ତମାନ କାର୍ଯ୍ୟକ୍ଷମ ହେଲାଣି ସୁଦ୍ଧା ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିିଟାଲ୍  ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୨୨୧୨ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ…

ଡାକ୍ତର ରାମଚନ୍ଦାନୀ ଦମ୍ପତ୍ତିଙ୍କ ମଣିଷପଣିଆକୁ ସଲାମ  

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଅନେକ ସମୟରେ ନିଜ ମଣିଷ ପଣିଆ ପାଇଁ ଚର୍ଚ୍ଚାରେ ରହି ଆସିଥିବା ଲୋକପ୍ରିୟ ଡାକ୍ତର ଶଙ୍କର ରାମଚନ୍ଦାନୀ ଏବେ ପୁଣି ଚର୍ଚାରେ | ଲକ ଡାଉନ ସମୟରେ ଅସହାୟ କୁନି ଝିଅକୁ ନିଜ ଝିଅ ଭଳି ଘରେ ରଖି ଚିକିତ୍ସା କରୁଛନ୍ତି ବୁର୍ଲାର ଅତି ପରିଚିତ ଡାକ୍ତର ଦମ୍ପତି…

ରେଢାଖୋଲ ରେ ଅଘଟଣ: ମହୁଲ ଗୋଟାଇବାକୁ ଯାଇ ମହିଳା ନିଖୋଜ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗତକାଲି  ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ର ତେରବେଡା ଗ୍ରାମର ଜନୈକା ବିବାହିତା ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇ ଆଉ ଘରକୁ ଫେରି ନ ଥିବା ଖବର ଜଣାପଡିଛି । ପ୍ରକାଶ ଯେ , ଗତକାଲି ସକାଳେ ରେଢାଖୋଲ ଥାନା ତେରବେଡା ଗ୍ରାମର…

ସରକାରୀ ହସ୍ପିଟାଲରେ ପୁର୍ବ ଭଳି ସଂପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପାଇବାରେ କୌଣସି ଆଶଙ୍କା ରହିବା  ଉଚିତ ନୁହେଁ : ଶ୍ରୀ ଧଳ

କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ବ୍ୟବସ୍ଥା ଭୁବନେଶ୍ୱର / ଶାସକ ପ୍ରଶାସକ :  ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତର,…

ବଢିପାରେ ଲକ ଡାଉନ ! କିଛି ରାଜ୍ୟ ଦେଖାଉଛନ୍ତି ସହମତି, କେନ୍ଦ୍ର କରିପାରେ ବିଚାର |

ଭୁବନେଶ୍ୱର(ଶାସକ ପ୍ରଶାସକ) ସମ୍ପ୍ରତି କରୋନାର ଭୟାବହତା ଦେଖି କେନ୍ଦ୍ର ସରକାର ବଢାଇପାରନ୍ତି ଲକ ଡାଉନ ଅବଧି ! କରୋନାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନଥିବା ବେଲେ ଅନେକ ସ୍ଥାନରେ  କରୋନା ସ୍ଥିତି ଉଦବେଗଜଣକ ରହିଛି |  ବିଶେଷଜ୍ଞମାନେ ଲକ ଡାଉନ ଅବଧି ବୃଦ୍ଧି  ପାଇଁ ମତ ଦେଉଥିବା ବେଳେ…

ଡାକ୍ତରଙ୍କ ସହଯୋଗ ଲୋଡିଲେ ନବୀନ

 ଭୁବନେଶ୍ୱର(ଶାସକ ପ୍ରଶାସକ) : ସନ୍ଦିଗ୍ଧ କରୋନା ବ୍ୟକ୍ତିଙ୍କୁ ଡାକ୍ତରୀ ସାହାଯ୍ୟ ଯୋଗାଇ ଦେବା  କୋଭିଡ୍-୧୯ ଟେଲିମେଡ଼ିସିନ୍ ନାମରେ ଏକ ହେଲପଲାଇନ୍ ର ଶୁଭାରମ୍ଭ କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ମହତ୍ୱାକାଂକ୍ଷୀ ଉଦ୍ୟମ ହୋଇଛି  । ଏହି ନିଶୁଲ୍କ ହେଲପଲାଇନ୍ ନଂ ହେଉଛି…