ଜାଣିରଖନ୍ତୁ ଭୁବନେଶ୍ୱରର କେଉଁ ଗୁଡିକ କଣ୍ଟେନମେଣ୍ଟ ଜୋନ୍
ଭୁବନେଶ୍ୱର(ଶାସକ ପ୍ରଶାସକ) ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ (ସଂକ୍ରମଣ ପ୍ରତିହତ ଅଞ୍ଚଳ) ଭାବରେ ଚିହ୍ନଟ କରାଯାଇଛିା ଯେଉଁ ଅଞ୍ଚଳରେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ କରାଯାଉଛି କିମ୍ବା ସଂକ୍ରମିତ ରୋଗୀଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ସଂକ୍ରମିତ ରାଜ୍ୟ କିମ୍ବା…