ତିନିମାସର ସ୍କୁଲ ଫି ହ୍ରାସ ବା ଆଦାୟ ସ୍ଥଗିତ ରଖିବାକୁ ଘରୋଇ ଅନୁଷ୍ଠାନ ଗୁଡିକୁ ନବୀନଙ୍କ ପରାମର୍ଶ
ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନା ପରୀପ୍ରେକ୍ଷୀରେ ସମ୍ପ୍ରତି ଜାରି ରହିଥିବା ଲକ ଡାଉନ ଓ ଲୋକଙ୍କ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଆର୍ଥିକ ଚାପକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଗୁରୁତ୍ୱପୁର୍ଣ ନିଷ୍ପତ୍ତି | ଏପ୍ରିଲ ଠାରୁ ଜୁନ ମାସ ପର୍ଯ୍ୟନ୍ତ ତିନିମାସର ସ୍କୁଲ…