ତିନି ମହଲା ନବନିର୍ମିତ ବିଲ୍ଡିଂରେ ମୃତ ଦେହ ଉଦ୍ଧାର : ପରିବାର ଲୋକଙ୍କ ସନ୍ଦେହ ” କରାଯାଇଛି ହତ୍ୟା”
ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ :-ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବନଦୁର୍ଗା ମନ୍ଦିର ସାମ୍ନା ଗଳିର ଏକ କିଞ୍ଜିରକେଲା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ନବନିର୍ମିତ କୋଠା ଘରୁ ଏକ ସବା ଉଦ୍ଧାର ହୋଇଛି | ଘରଟି ତିଆରି ହୋଇଛି ହେଲେ ମାଲିକ ସେଠାରେ ରହୁନାହାନ୍ତି | ମୃତ ଗଜେନ୍ଦ୍ର…