ପଦ୍ମପୁର ପବ୍ଲିକ ସ୍କୁଲ ତରଫରୁ ମାସ୍କ ବଣ୍ଟନ।
(ପଦ୍ମପୁର/ଶାସକ ପ୍ରଶାସକ):-ସାରା ପୃଥିବୀରେ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସକୁ ପ୍ରତିହତ କରିବାପାଇଁ ଅଦ୍ୟବିଧି କୌଣସି ଔଷଧ ବାହାରିନାହିଁ । କେବଳ ଜନ ସଚେତନତା ମାଧ୍ୟମରେ ଏହାକୁ ରୋକାଯାଇ ପାରିବ।ତେଣୁ ସରକାର ତଥା ବିଭିନ୍ନ ଅନୁଷ୍ଠାନ ମାନ ଲୋକଙ୍କୁ ସଚେତନ କରାଉଛନ୍ତି । ସାମାଜିକ…