ଆଖି ବୁଜିଲେ ଦ୍ଵିତୀୟ କରୋନା ଆକ୍ରାନ୍ତ, ରୋଗୀ ନମ୍ବର ୪୪ କରୋନା ମୁକ୍ତ ହୋଇ ଅନ୍ୟ ରୋଗରେ ଗଲେ
ଭୁବନେଶ୍ୱର(ଶାସକ ପ୍ରଶାସକ) :ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଛି ସୂଚନା, ଓଡ଼ିଶାରେ ଦ୍ଵିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହାନ୍ତ ହୋଇଛି | ମୃତ୍ୟୁବରଣ କରିଥିବା କରୋନା ରୋଗୀ ନମ୍ବର ୪୪ କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇ ସେଥିରୁ ମୁକ୍ତି ପାଇଥିଲେ | ତାଙ୍କର ଘର ପଶ୍ଚିମବଙ୍ଗ |…