୪ରୁ ଶିଶିର ସରସ ଜାତୀୟ ମେଳା
ମିନି ଇଣ୍ଡିଆ ବଜାର ସୃଷ୍ଟି କରିବ ଶିଶିର ସରସ,ସାମିଲ ହେବେ ୨୫ ରାଜ୍ୟ
ସାମିଲ ହେବେ ରାଜ୍ୟ ତଥା ରାଜ୍ୟ ବାହାରର ୩୦୦ଟି ଷ୍ଟଲ
୧୧ ଦିନ ଧରି ପ୍ରଦର୍ଶନୀ ପଡିଆରେ ଚାଲିବ ଏହି ମେଳା
ମେଳା ପରିସର ରହିବ ପ୍ଲାଷ୍ଟିକ-ପଲିଥିନ ମୁକ୍ତ
ଭୁବନେଶ୍ୱର(ଶାସକ ପ୍ରଶାସକ):…