ରାହୁଲ ପି ଆର ଝାରସୁଗୁଡା ନୂଆ ଏସପି ରାଜ୍ୟ By SPNEWS On Apr 28, 2020 0 Share ଭୁବନେଶ୍ୱର( ଶାସକ ପ୍ରଶାସକ) :୨୦୧୩ ବ୍ୟଚ ଆଇପିଏସ ଅଫିସର ରାହୁଲ ପି ଆର ଝାରସୁଗୁଡା ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏହି ନୂତନ ନିଯୁକ୍ତି ପୂର୍ବରୁ ସମ୍ପ୍ରତି ଏସପି ସିଆଇଡି-ସିବି (ସ୍ପେସିଆଲ ଟାସ୍କ ଫୋର୍ସ) ରହିଥିଲେ । ଝାରସୁଗୁଡା ଏସପି ପଦବୀ ଅବସର କାରଣରୁ ଶୂନ୍ୟ ଥିଲା । 0 Share FacebookTwitterGoogle+ReddItWhatsAppPinterestEmail