ବିଧାନସଭାରେ ବି ଜାଲୀ : ଚାଲିଛି ଖୋଳତାଡ଼ , କ୍ରାଇମ ବ୍ରାଞ୍ଚ କରିପାରେ ତଦନ୍ତ 

ଭୁବନେଶ୍ୱର(ଶାସକ ପ୍ରଶାସକ):  ଓଡ଼ିଶା ବିଧାନସଭା ସଚିବାଳୟରେ କାର୍ଯ୍ୟରତ ୧୪ ଜଣ ଡାଟା ଏଣ୍ଟି୍ର ଅପରେଟରଙ୍କର କମ୍ପ୍ୟୁଟର ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ପ୍ରମାଣପତ୍ରର ଯାଞ୍ଚ ନିମନ୍ତେ ସଂପୃକ୍ତ ପ୍ରମାଣପତ୍ର ପ୍ରଦାନକାରୀ କମ୍ପ୍ୟୁଟର ସଂସ୍ଥା ନିକଟକୁ ପତ୍ର ପ୍ରେରଣ କରାଯାଇଥିଲାା ଅଦ୍ୟାବଧି…

ରାଜ୍ୟରେ ୯୨୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମଞ୍ଜୁର

ଅନୁମୋଦିତ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଜଳ ଆବଣ୍ଟନକୁ ଅଧିକ ବାସ୍ତବବାଦୀ କରିବା ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଆଜି…

ଏଇଟା ମଣିଷ ନା ପଶୁ …ଏତେ ବର୍ବର ହୋଇପାରେ ସ୍ୱାମୀ !

ପତ୍ନୀଙ୍କୁ ପୋଡ଼ି ଜୀବନରୁ ମାରି ଦେବାର ଉଦ୍ୟମ:ଅଭିଯୁକ୍ତ ସ୍ୱାମୀ ଗିରଫ,  ବାରିପଦା(ଦିଲ୍ଲୀପ ମହାନ୍ତି )- ଦଶ ଦୋଷ କ୍ଷମା କରିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ସହଧର୍ମିଣୀ ଭାବେ ବେଦୀ ଉପରେ ବୈଦିକ ରୀତି ନୀତି ଅନୁସାରେ ବିବାହ କରି ଘରକୁ ଆଣିଥିଲେ ସେହି ପତ୍ନୀକୁ ନିଆଁରେ ପୋଡ଼ି…

୨୬ତମ ରଘୁନାଥ କ୍ରିକେଟ ଟ୍ରଫି: ଷଷ୍ଠ ଦିନରେ ୨ୟ ସେମିଫାଇନାଲରେ ଇଗଲକ୍ଳବ୍ ଗୋଡ଼ିପଲ୍ଲୀ ଫାଇନାଲକୁ ପ୍ରବେଶ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର ): ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ୍ ଠାରେ ଆୟୋଜିତ ୨୬ତମ ରଘୁନାଥ କ୍ରିକେଟ ଟ୍ରଫିି ୨୦୧୯/୨୦ ର ଷଷ୍ଠ ଦିନ ୨ୟ ସେମିଫାଇନାଲ ମ୍ୟାଚରେ ଆଙ୍ଗିସିଙ୍ଗି କୁ ୫୪ରନରେ ହରାଇ ଇଗଲକ୍ଳବ୍ ଗୋ ଡ଼ିପଲ୍ଲୀ ଫାଇନାଲକୁ ପ୍ରବେଶ କରିଛି ।…

ବଚପନ୍ ପ୍ଳେ ସ୍କୁଲର ବାର୍ଷିକ ଉତ୍ସବ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର ):  ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ବଚପନ ଗାଇଡାନ୍ସ ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅବିନାଶ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ଅବସରପ୍ରାପ୍ତ ବ୍ଳକ ଶିକ୍ଷାଧିକାରୀ ଦାମୋଦର ଖିଲାର ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ…

କ୍ରିଷ୍ଣା କପ୍ କ୍ରିକେଟ: ବୁଧାପାଲି ସେମିରେ

ପଦ୍ମପୁର/ ଶାସକ ପ୍ରଶାସକ : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ ର ଚତୁର୍ଥ ଦିନରେ ବୁଧାପାଲି ଦଳ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚରେ ବୁଧାପାଲି ଦଳ ବନୁପାଲି ଦଳକୁ ପରାସ୍ତ କରି ଏବଂ ଦ୍ବିତୀୟ ମ୍ୟାଚରେ…

ଛିନ୍ଦେଇକେଲା କପ କ୍ରିକେଟ:ଷ୍ଟୁଡେଣ୍ଟ ୟୁନାଇଟେଡ ଜାମସେଦପୁର ସେମି ଫାଇନାଲରେ  ।

ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଗୁରୁବାର  ଦିନ ପଞ୍ଚମ ଦିବସ ଥିଲା। ମୁଖ୍ୟ…

ରାଜ୍ୟସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀରେ ଗଜପତି ଜିଲ୍ଲାର ଛାତ୍ର କୃତିତ୍ୱ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ଗଜପତି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗଜପତି ଜିଲ୍ଲାର ଛଅଟି ଉଚ୍ଚ ବିଦ୍ୟାଳୟର ଛଅଟି ପ୍ରକଳ୍ପ ଶିକ୍ଷକ, ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ, ଓଡିଶା ଆନୁକୁଲ୍ୟରେ…

ବିଧାୟକ ପ୍ରଦୀପ ଅମାତଙ୍କ ସହିତ ଅଲିଭା ମହାସଂଘ ର ବୈଠକ 

ହରଭଙ୍ଗା/ ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ଓ ଅଲିଭା ମହାସଂଘ , ହରଭଙ୍ଗା ମିଳିତ  ତରଫରୁ ଦି ହଙ୍ଗର୍ ପ୍ରୋଜେକ୍ଟ ଇଣ୍ଡିଆ , ନିୟୁ ଦିଲ୍ଲୀ ର ସହାୟତାରେ ସରସରା ଠାରେ ସ୍ଥାନୀୟ ବୌଦ୍ଧ ର ବିଧାୟକ ଶ୍ରୀଯୁକ୍ତ…