ଓଡ଼ିଶା ପୋଲିସ ଡିଜି  ତଥା  କେନ୍ଦ୍ର ରାଜପଥ ଏବଂ ପରିବହନ ସଚିବଙ୍କୁ ଆୟୋଗଙ୍କ ନୋଟିସ

ଜାତୀୟ ମାନବାଧିକାର ଆୟୋଗରେ  ଭଦ୍ରକ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ପ୍ରସଙ୍ଗ ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଭଦ୍ରକ ଜିଲ୍ଲାରେ ଜାତୀୟ ରାଜପଥ ୧୬ ନଂ ପାଶ୍ୱର୍ରେ ଏକାଧିକବାର ଦୁର୍ଘଟଣା ଘଟି ଧନଜୀବନ ହାନୀ ବିଶେଷତଃ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ  ଏବଂ ଆହତହେବା ଘଟଣା ଉପରେ ଜାତୀୟ…

ପଡିଲା ୫ ଟି ଖଣ୍ଡା : ନିଲମ୍ବିତ ହେଲେ ତିନି ସରପଂଚ

 ଭୁବନେଶ୍ୱର( ଶାସକ ପ୍ରଶାସକ ) ରାଜ୍ୟ ସରକାର ତିନି ଜଣ ସରପଂଚଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‍ ସୁଲଣା ଗ୍ରାମପଚାଂୟର ସରପଂଚ ଶ୍ରୀମତୀ ଅଲିଭା ପଲେଇ, ବରଗଡ ବ୍ଲକ୍‍ କଳାପାଣି ଗ୍ରାମପଚାଂୟତର ସରପଂଚ ଶ୍ରୀ କେ.ଭି.ରେଡ୍ଡୀ ଏବଂ ଭଦ୍ରକ…

ଓଡିଶା  ଆସୁଛନ୍ତି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ 

ଆସନ୍ତାକାଲିଠୁ ଓଡିଶାରେ ଆରମ୍ଭ ହେବ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ:ବିଜେପି   କେବଳ ନାଗରିକତା ଦେବା ପାଇଁ ତିଆରି ହୋଇଛି ନାଗରିକତା ସଂଶୋଧନ ଆଇନ  ଆସନ୍ତାକାଲି ମହାକାଳପଡା ଠାରେ ବସବାସ କରୁଥିବା ଶରଣାର୍ଥୀ ମାନଙ୍କୁ ନାଗରିକତା ସଂଶୋଧନ ଆଇନ ସଂପର୍କରେ  ଅବଗତ କରାଇବେ…

ପୌର ଟିକସ ବୃଦ୍ଧି ଲାଗି ମ୍ୟୁନିସିପାଲ  ପ୍ରିମିୟର ଲିଗ୍‍ 

ଭୁବନେଶ୍ୱର(ଶାସକ ପ୍ରଶାସକ ) : ପୌରସଂସ୍ଥା ଗୁଡିକର ରାଜସ୍ୱ ବୃଦ୍ଧି ସହିତ ସେଗୁଡିକୁ ଆତ୍ମନିର୍ଭରଶୀଳ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମ୍ୟୁନିସିପାଲ  ପ୍ରିମିୟର ଲିଗ୍‍ (ଏମ୍‍ପିଏଲ୍‍) ଆୟୋଜନ ପାଇଁ ସ୍ଥିର ହୋଇଛି । ଏଥିରେ ଅମୃତ ସହର ଗୁଡିକରେ କିଭଳି ହୋଲଡିଂ ଟିକସ ଆଦାୟ…

ନାରାୟଣପୁର ଠାରେ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ଓ  ପ୍ରକଳ୍ପ ପ୍ରତିଯୋଗିତା ଉଦଘାଟନୀ ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମ ସ୍ଥିତ  ନୀଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ସ୍ତରୀୟ  ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ…

ଜିଲ୍ଲାସ୍ତରୀୟ ଜନ୍ମଗତ ପାଦ ବିକୃତି ଚିହ୍ନଟିକରଣ ଓ ଅସ୍ତ୍ରୋପଚାର ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ  : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ତରୀୟ  ଜନ୍ମଗତ ପାଦ ବିକୃତି ଚିହ୍ନଟିକରଣ ଓ ଅସ୍ତ୍ରୋପଚାର ଶିବିର-୨୦୨୦ କାର୍ଯ୍ୟକ୍ରମ ୩ ଦିନିଆ ଉଦ୍ ଘାଟିତ ହୋଇଯାଇଛି ।    ଗଜପତି ଜିଲ୍ଲା ପ୍ରଶାସନ , ଜିଲ୍ଲା ସାମାଜିକ…

ସକ୍ରିୟ ହୋଇଛନ୍ତି ନୀଳରକ୍ତ କଙ୍କଡା ରାକେଟ !

ବାରିପଦା(ଦିଲ୍ଲୀପ ମହାନ୍ତି )- ଏବେ ସକ୍ରିୟ ହୋଇଛନ୍ତି ବିରଳ ନୀଳରକ୍ତ କଙ୍କଡା ରାକେଟ |  ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ସଂରକ୍ଷକ ତଥା ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ ପିଠାବଟା ବନ କର୍ମଚାରୀମାନଙ୍କ ସହାୟତାରେ ଏକ ବଙ୍ଗୀୟ ଯୁବକଙ୍କ ନିକଟରୁ ୧୪ ଗୋଟି ବିରଳ ପ୍ରଜାତିର ନୀଳରକ୍ତ…

ଜାନୁଆରୀ ୯ରୁ  ‘ୟୁଫୋରିଆ-୨୦୨୦’ 

ଆନ୍ତଃରାଜ୍ୟ ମହାବିଦ୍ୟାଳୟସ୍ତରୀୟ ସାଂସ୍କୃତିକ ମହୋତ୍ସବର ୨୩ତମ ସଂସ୍କରଣ  ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ରହିଥିବା ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ନିମନ୍ତେ ‘ୟୁଫୋରିଆ-୨୦୨୦’ ଏକ…

ନାଗରିକ ସଂଶୋଧନ ଆଇନ ରାଷ୍ଟ୍ରୀୟ ମାନବିକତାର କଥା : ବିଜେପି

ନାଗରିକ ସଂଶୋଧନ ଆଇନ-୨୦୧୯କୁ ନେଇ  ବିଜେପିର ସାମ୍ବାଦିକ ସମ୍ମିଳନୀ • ମୋଦି ସରକାର ନାଗରିକତା ସଂଶୋଧନ ନିୟମ -୨୦୧୯ ସଂସଦରେ ପାରିତ କରି ଗାନ୍ଧିଜୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି • ପୂର୍ବ ସରକାରଙ୍କ ଭୁଲକୁ ସୁଧାରିବାରେ ମୋଦି ସରକାର ସାହାସିକ ପଦକ୍ଷେପ ନେଇଛନ୍ତି -…

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାନୁୟାରୀ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟସୂଚୀ 

 ବାରିପଦା-(ଦିଲ୍ଲୀପ ମହାନ୍ତି) ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାନୁୟାରୀ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଅଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଯଥାକ୍ରମେ ୦୬.୦୧.୨୦ ମାସର…