ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ଛାତ୍ର ବିଜେଡି ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା
http://www.youtube.com/watch?v=WaiREoN7_Tg
ବାରିପଦା(ବାରିପଦା)- ନୂଆଦିଲ୍ଲୀ ସ୍ଥିତ ଜେଏନୟୁ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ହୋଇଥିବା ହିଂସା ଓ ଆକ୍ରମଣ ପ୍ରତିବାଦରେ ଆଜି ବାରିପଦା ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଏବଂ ଏମପିସି ଜୁନିୟର କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ…