ମର୍ମନ୍ତୁଦ ଦୁର୍ଘଟଣା : ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ଜଣଂକ ମୃତ୍ୟୁ 

ଓଡ଼ଗାଁ, ( ଶ୍ରୀକାନ୍ତ ମିଶ୍ର) : ଗତକାଲି ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା କରଡ଼ା  ଶାସନ ନିକଟରେ ଗୋଟିଏ କାର ଗଛରେ ପିଟି ହୋଇ  ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ଜଣଙ୍କ ଦେହାନ୍ତ ହୋଇଯାଇଛି |  ମୃତକ ମାନେ ଗୋଟିଏ ପରିବାରର ୩ଜଣ ସଦସ୍ୟ ଏବଂ ଡ୍ରାଇଭର ବୋଲି…

  “ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସକାଶେ ମହୋତ୍ସବ ମଂଚ ଏକ ବଳିଷ୍ଠ ମାଧ୍ୟମ ”   

ଓଡଗାଁ  ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସ୍ଥାନୀୟ କଳାକାରଙ୍କ ଚିତ୍ତାକର୍ଷକ ପରିବେଷଣ            ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ମହୋତ୍ସବର ଦିତୀୟ ସନ୍ଧ୍ୟାର ମଂଚ ସ୍ଥାନୀୟ କଳାରମାନଙ୍କ କବ୍ଚାରେ ରହିଥିଲା । ବିଭିନ୍ନ ଅନୁଷ୍ଠାନ  ଏବଂ ଶିକ୍ଷାନୁଷ୍ଠାନ  ମାନଙ୍କରୁ ଆସିଥିବା…

ରଘୁନାଥ ସମବାୟ ମହାବିଦ୍ୟାଳୟ ସାହିତ୍ୟ ବିଭାଗ ପକ୍ଷରୁ  “ସତ୍ୟବାଦୀ  ସାହିତ୍ୟରେ ଜାତୀୟତା” ଶୀର୍ଷକ …

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଦ୍ୱାରା "ସତ୍ୟବାଦୀ  ସାହିତ୍ୟରେ ଜାତୀୟତା" ଶିର୍ଷକ ପାଠଚକ୍ର ଅନୁଷ୍ଠିତ  ହୋଇଯାଇଛି । ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ବିଭାଗୀୟ ମୁଖ୍ୟ ଡ. ଚିତରଞ୍ଜନ ଦାଶ ସ୍ୱାଗତ…

ଉଦୟନାଥ ଫର୍ଣିଚର୍ସ ମାସିକ ଯୋଜନା ତୃତୀୟ ଲକିଡ୍ର ଉଠାଣ

ପଦ୍ମପୁର:ପଦ୍ମପୁର ସହର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ଣିଚର୍ସ ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନା ତୃତୀୟ ଆରମ୍ଭ ହେଇଥିବା  ମାସିକ କିସ୍ତି ଯୋଜନା ତୃତୀୟ ଲକିଡ୍ର ଉଠାଣ ହୋଇଯାଇଛି। ତୃତୀୟ ଲକିଡ୍ର ର ବିଜେତା ହୋଇଛନ୍ତି ପଦ୍ମପୁର ଝାଙ୍କର ପଡା ବାବଲୁ ମଟାରୀ । ବିଜେତାଙ୍କୁ…

ଆୟୁର୍ବେଦରେ ରହିଛି ରୋଗର ସ୍ଥାୟୀ ପ୍ରତିକାର ଶକ୍ତି, ଅନୁଭବ କରଛି : ରାଣୀ ସାହେବା 

ବରଗଡ :- ବିଶ୍ୱକୁ ଭାରତ ବର୍ଷ ର ଏକ ମହାନ ଅବଦାନ ଆୟୁର୍ବେଦ । ବିଶ୍ୱର ସର୍ବ ପୁରାତନ ଏହ ଚିକିତ୍ସା ପଦ୍ଧତି ରେ  ସାଧାରଣ କାଶ ଠାରୁ ଆରମ୍ଭକରି କେଂସର ପର୍ଯନ୍ତ ସବୁ ରୋଗକୁ ମୂଳରୁ ସମାପ୍ତ କରିବାର ଶକ୍ତି କେବଳ ଆୟୁର୍ବେଦ ରେ ରହିଛି ଏହା ଅପ୍ରିୟ ହେଲେ ବି ସତ । ଆମର ପୂର୍ବଜ ମନେ ଅନ୍ୟାନ୍ୟ…

ପର୍ଯ୍ୟଟନର ବିକାଶ ପାଇଁ ଭଞ୍ଜସେନା ପକ୍ଷରୁ ଏସ.ଟି.ଆର.ଓ ପର୍ଯ୍ୟଟନ ଅଫିସ ଘେରାଓ

ବାରିପଦା (ଦିଲ୍ଲୀପ ମହାନ୍ତି  )- ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତଥା ଅଭୟାରଣ୍ୟରେ ଥିବା ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଷିଆ ବ୍ୟାଘ୍ର ପ୍ରକଳ୍ପକୁ ରାତି ଅଧିଆ ସ୍ଥାନାନ୍ତରିତ କରାଯାଇଥିଲା ।  ବର୍ତ୍ତମାନ ସାତକୋଶିଆ ପ୍ରକଲ୍ପ ବନ୍ଦ ହେବା ପରେ…

ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମେନେଜରଙ୍କ ବାରିପଦା,ବେତନଟି ଓ ବାଙ୍ଗିରିପୋଷୀ ଷ୍ଟେସନ ପରିଦର୍ଶନ

ବାରିପଦା (ଦିଲ୍ଲୀପ ମହାନ୍ତି )-  ଦକ୍ଷିଣ -ପୂର୍ବ ରେଳ ପଥର ଜେନେରାଲ ମେନେଜର  ସଞ୍ଜୟ ମହାନ୍ତି ସ୍ୱତନ୍ତ୍ର ଟ୍ରେନ ଯୋଗେ ମୟୂରଭଞ୍ଜ ଜିଲ୍ଲ ଗସ୍ତରେ ଆସି  ବାରିପଦା ଷ୍ଟେସନରେ ପହଁଞ୍ଚିବା ପରେ  ମୋରଡ଼ା ବିଧାୟକ ରାଜ କିଶୋର ଦାସଙ୍କ ନେତୃତ୍ୱରେ ବିଜେଡ଼ିର ଏକ ପ୍ରତନିିଧି ମଣ୍ଡଳୀ ତାଙ୍କୁ…

ଲୋକଙ୍କ ପାଇଁ ହେଲା କଲ୍ୟାଣ ମଣ୍ଡପ , ହେଉଛି ମଦୁଆଙ୍କ କଲ୍ୟାଣ

 ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର   ସ୍ଥିତ ସରକାରୀ କଲ୍ୟାଣ ମଣ୍ଡପ ପରିସରଟି ଏବେ ମଦୁଆଙ୍କ ଆଡ୍ଡା ପାଲଟିଛି ।  ଏହି କଲ୍ୟାଣ ମଣ୍ଡପ ଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । ହେଲେ ଗତ ତିନି ବର୍ଷ ହେବ ଉଦ୍ଘାଟିତ…

ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସଙ୍କୁ ଗୁରୁତ୍ୱପୂର୍ଣ  ଦାୟୀତ୍ୱ

 ସିଏଏ ସଚେତନତା ସଂର୍ପକିତ ଆଉଟରିଚ କାର୍ଯ୍ୟକ୍ରମ  ରାଷ୍ଟ୍ରୀୟ ମୁଖ୍ୟ ସଂଯୋଜକ ଭାବେ ଭାବେ ନିଯୁକ୍ତ  ଯୁବମୋର୍ଚ୍ଚା ପକ୍ଷରୁ ନାଗରିକତା ସଂଶୋଧନ ଆଇନ ନେଇ ଦେଶବ୍ୟାପୀ କରାଯିବ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ  ଭୁବନେଶ୍ୱର(ଶାସକ ପ୍ରଶାସକ): ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି…

ପଦ୍ମପୁର ଯୁବ ବ୍ୟବସାୟୀ ରାଜୁ ପାୱାରଙ୍କ ପରଲୋକ 

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସହରର  ଯୁବ ବ୍ୟବସାୟୀ  ତଥା ଆଲିସାନ ମୋର୍ଟସ ସୋରୁମ, ଓମଫେଡ୍ ପାର୍ଲର ମାଲିକ ରାଜୁ ପାୱାର( ୫୦)ଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇ ଯାଇଛି। ମୃତ୍ୟୁ ପଛର ତାଙ୍କର ଅଜା କୁଞ୍ଜବିହାରୀ ପାୱାର, ବାପା ସଂଗ୍ରାମ କେଶରୀ ପାୱାର, ମାଆ କୌଶଳା ପାୱାର,…