ସର୍ବ ଭାରତୀୟ ବୋଡାସମ୍ବର କପ କ୍ରିକେଟ: ସେମିରେ ସେଲ ରାଞ୍ଚି 

ସୋମବାର ଦିନ ସୋଲାର କଟକକୁ ଭେଟିବା  ୟୁନିୟନ  ସ୍ପୋର୍ଟିଂ  ପଦ୍ମପୁର(ଶାସକ ପ୍ରଶାସକ):  ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ପ୍ରତିଯୋଗିତା ରବିବାର ପ୍ରଥମ ଦିବସରେ ଅନୁଷ୍ଠିତ…

ସୁପର-୩୦ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଆକାଂକ୍ଷା ଆସପିରେସନାଲ ଜିଲ୍ଲାର ପ୍ରଭାରୀ ଅଧିକାରୀ ସଞ୍ଜୀବ ଚଢା

ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଭିନବ ପରିକଳ୍ପନାକୁ ପ୍ରଭାରୀଙ୍କ ଭୁୟସୀ ପ୍ରସଂଶା ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା  ଭାରତ ସରକାରଙ୍କ ଆକାଂକ୍ଷା ଏସପିରେସନାଲ ଜିଲ୍ଲା ଭାବେ ସାମିଲ ହେବା ପରେ ଜିଲ୍ଲାରେ କଣ ସବୁ କାର୍ଯ୍ୟକ୍ରମ ଚାଲିଛି , ତାହା ଅନୁଧ୍ୟାନ କରିବା…

ସଚେତନତା ହିଁ ଦୁର୍ଘଟଣା ରୋକିପାରିବ : ମନ୍ତ୍ରୀ ପଦ୍ମନାଭ ବେହେରା ।

ସଡକ ସୁରକ୍ଷା ସଚେତନତା ସପ୍ତାହ  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଆଜି ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ବୀରମହାରାଜପୁର ଥାନା ପରିସରୁ ଏକ ସଚେତନତା  ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସ୍ଥାନୀୟ …

 ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହି ମୃତ,  ଜଣେ ଛୋଟ ଛୁଆ ସହ ଆଉ ଜଣେ ଆହତ । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରୁ ସୁବଳୟା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏକତାଲା ଗ୍ରାମ ଠାରେ ଏକ ସଡକ ଦୁର୍ଘଟଣା ଏକ ମୃତ । ସୂଚନା ଅନୁସାରେ ସୁବଳୟା ଥାନା  ଆମ୍ବଶର ଭଟ୍ଟା ଗ୍ରାମର ଦିଲ୍ଲୀପ ଲୁହା( ୩୫)…

ଯୁବକଙ୍କ  ରକ୍ତ ଜୁଡୁବୁଡୁ ମୃତ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ

ବାରିପଦା(ଦିଲ୍ଲୀପ ମହାନ୍ତି )- ବିଶୋଇ ଥାନା ଅନ୍ତର୍ଗତ ମଣଦା ଛକ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପାର୍ଶ୍ଵ  ବନ୍ଧ ନିକଟରେ ସ୍ଥାନୀୟ  ଅଞ୍ଚଳର ଏକ ଯୁବକର ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଆଜି ସକାଳ ସମୟରେ ଗ୍ରାମବାସୀମାନେ ଦେଖିବାକୁ ପାଇଁ ବିଶୋଇ ଥାନାକୁ ଖବର…

ସର୍ବଭାରତୀୟବୋଡାସମ୍ବର କ୍ରିକେଟ କପ ଉଦଘାଟିତ

ପଦ୍ମପୁର/ ଶାସକ ପ୍ରଶାସକ : ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚବିଦ୍ୟାଳୟ ଖେଳ ପଡିଆ ଠାରେ ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ୨୬ତମ ସର୍ବଭାରତୀୟବୋଡାସମ୍ବର  କ୍ରିକେଟ କପ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଓ ଉପଖଣ୍ଡ ପୋଲିସ ଅଧିକାରୀ…

ପଦ୍ମପୁରର ସର୍ବ ଭାରତୀୟ ବୋଡ଼ାସମ୍ବର କପ କ୍ରିକେଟ୍ ପ୍ରତିଯୋଗିତା

     ବର୍ତ୍ତମାନର ଗନ୍ଧମାର୍ଦ୍ଦନ ପର୍ବତ ଦେଶରେ ଅବସ୍ଥିତ ୪୭୬ଟି ଗ୍ରାମକୁ ନେଇ ଗଢ଼ି ଉଠିଥିଲା ବୋଡ଼ାସମ୍ବର ସାମ୍ରାଜ୍ୟ । ରାଜ୍ୟଟିର ଆକୃତି ତଥା ଅବୟବ ୮୪୧ ମାଇଲ୍ ବିଶିଷ୍ଟ ଥିଲା | ଆୟତନ ଦୃଷ୍ଟିରୁ ଏହା ସମ୍ବଲପୁର ଅଠରଗଡ଼ ରାଜ୍ୟ ମଧ୍ୟରେ ସର୍ବବୃହତ୍ ଅଞ୍ଚଳ ଥିଲା | ସ୍ୱାଧୀନୋତ୍ତର…

ଦେଶର ବିଭାଜନ ଧାର୍ମିକ ଆଧାରରେ ହୋଇଥିଲେ ସିଏଏ- ୨୦୧୯ ଆବଶ୍ୟକ ପଡିନଥାନ୍ତା: ଗୋଲୋକ 

ରାୟଗଡ ଠାରେ ନାଗରିକତା ସଂଶୋଧନ ଅଧିନୀୟମ ଆଇନ ୨୦୧୯ ଉପରେ ଭାଜପା ତରଫରୁ ଆଲୋଚନା ସଭା  ରାୟଗଡ(ସରୋଜ ସାହୁ) ରାୟଗଡ ସ୍ଥାନୀୟ ହୋଟଲ ତେଜସ୍ୱୀରେ ଭାରତୀୟ ଜନତା ଦଳ ତରଫରୁ ନାଗରିକତା ସଂଶୋଧନ ଅଧିନୀୟମ ଆଇନ ୨୦୧୯ ଉପରେ ରାୟଗଡର ବୁଦ୍ଧିଜୀବି ଓ ବରିଷ୍ଠ  ନାଗରିକ ମାନଙ୍କୁ ନେଇ ଏକ ଆଲୋଚନା…

ପ୍ରିୟ ମଣିଷକୁ ଦେଲେ ଲୁହରେ ଶ୍ରଦ୍ଧାଞ୍ଜଳି 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି କଲ୍ୟାଣୀଙ୍କ ଅଭିଷେକ ପରେ ତାଙ୍କ ଅନୁମତି ପୂର୍ବକ ଆରମ୍ଭ ହୋଇଥିଲା ଶେଷଜରୀତ୍ୟ ପ୍ରକ୍ରିୟା |  ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପାରଳାର ସ୍ବର୍ଗତ ମହାରାଜା  ଶ୍ରୀ ଗୋପୀନାଥ ଗଜପତି ନାରାୟଣ ଦେବାଙ୍କ ଶେଷକୃତ୍ୟ ସମ୍ପନ୍ନ ହେଲା ପାରଳାଖେମୁଣ୍ଡି…

ଜିଲ୍ଲାସ୍ତରୀୟ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହର ଶୁଭାରମ୍ଭ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :   ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରୀୟ ୩୧ ତମ ଜାତୀୟ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଶନିବାର ଦିନ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥ ଓ…